ଓଡ଼ିଶାରେ ଆଉ ୨ କରୋନା ପଜିଟିଭ୍; ପୁଣି ଫେରିଲା କଟକଣା! two more covid positive identified from odisha know details – News18 ଓଡିଆ

IAS Coaching

News18 Odia Digital

Corona Update: ଓଡ଼ିଶା(Odisha)ରେ ଆଉ ୨ କରୋନା ପଜିଟିଭ(Covid 19 Positive) । ସପ୍ତାହକ ମଧ୍ୟରେ ୫ କରୋନା ଆକ୍ରାନ୍ତ ଚିହ୍ନଟ । ତେଣେ ଦେଶରେ ୪ ହଜାର ଉପରେ କରୋନା ସଂକ୍ରମଣ । କର୍ଣ୍ଣାଟକ(Karnataka)ରେ ଫେରିଲା କଟକଣା । ସଂକ୍ରମିତଙ୍କ ପାଇଁ ୭ ଦିନ ଆଇସୋଲେସନ ବାଧ୍ୟତାମୂଳକ ।

ରାଜ୍ୟରେ କାୟା ବିସ୍ତାର କଲାଣି କରୋନା । ଆଜି ଆଉ ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ ରାଜ୍ୟରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କଦଳୀ ସହ କେଉଁ ଜିନିଷ ଖାଇଲେ ଚାଲିଯିବ ପ୍ରାଣ? ଜାଣନ୍ତୁ ଓ ଦୂରେଇ ରୁହନ୍ତୁ


କଦଳୀ ସହ କେଉଁ ଜିନିଷ ଖାଇଲେ ଚାଲିଯିବ ପ୍ରାଣ? ଜାଣନ୍ତୁ ଓ ଦୂରେଇ ରୁହନ୍ତୁ

ରାଜ୍ଯରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link