​ଥମିବାରେ ନାଁ ନେଉନି କରୋନା ; ଆଜିବି ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାର୍

IAS Coaching

News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ଦୁଇ ସପ୍ତାହ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଛି । ୫୭୨ ସଂକ୍ରମିତ ଗତକାଲି ଚିହ୍ନଟ ହୋଇଥିବାବେଳେ ଆଜି ୫୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ  ୨୯୯ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୧୦ । ୧୮ ବର୍ଷରୁ କମ୍ ବୟସର ୫୨ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୦୦ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୧୧୦, ସୁନ୍ଦରଗଡ଼ରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲରୁ ୪୧, ପୁରୀରୁ ୧୪, ଯାଜପୁରରୁ ୧୦, ନୟାଗଡ଼ରୁ ୯, ଜଗତସିଂହପୁରରୁ ୯, ସମ୍ୱଲପୁରରୁ ୮, ମୟୁରଭଞ୍ଜରୁ ୮, ଭଦ୍ରକରୁ ୭, କେନ୍ଦ୍ରାପଡ଼ାରୁ ୬, କଳାହାଣ୍ଡିରୁ ୬, ବାଲେଶ୍ୱରରୁ ୫, ଗଜପତିରୁ ୪, କେନ୍ଦୁଝରରୁ ୩, ଗଞ୍ଜାମରୁ ୩, ବରଗଡ଼ରୁ ୨, କନ୍ଧମାଳରୁ ୨, ବୋଦ୍ଧରୁ ୨, ନବରଙ୍ଗପୁରରୁ ୧, ବଲାଙ୍ଗିରରୁ ୧, କୋରାପୁଟରୁ ୧, ସୋନପୁରରୁ ୧, ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୫୩୯ ଆକ୍ଟିଭ୍ କେସ୍ ଥିବାବେଳେ ସୁସ୍ଥ ସଂଖ୍ୟା ୧୨,୮୧,୮୬୬ ରହିଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: