ସାମ୍ନାକୁ ଆସିଲା ଓମିକ୍ରନର ୨୦ଟି ଲକ୍ଷଣ; ଜାଣନ୍ତୁ – News18 ଓଡିଆ

IAS Coaching

News18 Odia Digital

ଓମିକ୍ରନ୍ ଲକ୍ଷଣ: ବର୍ତ୍ତମାନ ଦ୍ରୁତ ଗତିରେ ଓମିକ୍ରନ ବଢି ଚଳି। ଅଧିକାଂଶ କରୋନା ରୋଗୀ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି। ଓମିକ୍ରନର ଲକ୍ଷଣରେ ବିଭିନ୍ନ ପରିବର୍ତ୍ତନ ଦେଖାଦେଉଛି। ଏହି ଲକ୍ଷଣଗୁଡିକ ପ୍ରତ୍ୟେକ ରୋଗୀର ବିଭିନ୍ନ ଉପାୟରେ ଦେଖାଯାଏ। ବ୍ରିଟେନର ZOE Covid Study Omicronର  ୨୦ ଲକ୍ଷଣ ବିଷୟରେ ସୂଚନା ପ୍ରଦାନ କରିଛି।  ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ଏହି ଲକ୍ଷଣଗୁଡ଼ିକ ଶରୀରରେ କେବେ ଆରମ୍ଭ ହୁଏ ଏବଂ ଶେଷ ହୋଇଥାଏ। ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଅଧିକାଂଶ ଓମିକ୍ରନ୍ ରୋଗୀଙ୍କଠାରେ ଦେଖାଯାଉଛି।

 ଓମିକ୍ରନର ୨୦ଟି ଲକ୍ଷଣ-

୧.ମୁଣ୍ଡବିନ୍ଧା

୨. ନାକ ବନ୍ଦ

୩. ଥକ୍କା

୪. ଛିଙ୍କିବା

୫. ଗଳା ଯନ୍ତ୍ରଣା

୬. ଲଗାତାର କାଶ

୭. ତଣ୍ଟି ବସିଯିବା

୮.ଥଣ୍ଡା କିମ୍ବା କମ୍ପିବା

୯. ଜ୍ୱର

୧୦. ମୁଣ୍ଡ ବୁଲାଇବା

୧୧. ବ୍ରେନ ଫଗ

୧୨. ଗନ୍ଧ ବଦଳିଯିବା

୧୩. ଆଖି ଯନ୍ତ୍ରଣା

୧୪. ଅତ୍ୟଧିକ ମାଂସପେଶୀ ଯନ୍ତ୍ରଣା

୧୫. କ୍ଷୁଧା ଅଭାବ

୧୬. ବାସ୍ନା ନହେବା

୧୭.ଛାତି ଯନ୍ତ୍ରଣା

୧୮. ଗ୍ରନ୍ଥିରେ କଷ୍ଟ

୧୯.ଥକା

୨୦. ଚର୍ମ କୁଣ୍ଡାଇବା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଓମିକ୍ରନ ଲକ୍ଷଣ ଡେ଼ଲ୍ଟା ଅପେକ୍ଷା ଦ୍ରୁତ ଗତିରେ ଦେଖାଯାଏ। ଏମାନଙ୍କ ଇନକ୍ୟୁବସନ ପିରିୟଡ଼ ମଧ୍ୟ କମ ହୋଇଥାଏ। ଓମିକ୍ରନ ସଂକ୍ରମଣ ହେବା ପରେ ୨-୫ମଧ୍ୟରେ ଲକ୍ଷଣ ଦେଖାଦେଇଥାଏ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: