ରଞ୍ଜିତା ମାର୍ଣ୍ଡି ହେଲେ ବିଜେଡି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ପାର୍ଥୀନୀ…

IAS Coaching

ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ବିଜେଡି ସୁପ୍ରିମ ମୟୂରଭଞ୍ଜ ଜିଲ୍ଲା ଅଧିନ ହାଇଭୋଲ୍ଟେଜ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାଜସ୍ବମନ୍ତ୍ରୀ ସୁଦାମ ମରାଣ୍ଡୀଙ୍କ ଧର୍ମପତ୍ନୀ ରଞ୍ଜିତା ମାରାଣ୍ଡି ଙ୍କ ନାମ ଘୋଷଣା କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ରଞ୍ଜିତା ମାରାଣ୍ଡି ଶିକ୍ଷକତା କରୁଥିବା ବେଳେ ଚାରିମାସ ହେବ ସେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି।ତାଙ୍କ ନାମ ଘୋଷଣା ପରେ ସ୍ଥାନୀୟ କର୍ମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।