ପୂର୍ବତନ ମୁନସିପାଲିଟି ଚେୟାରମେନଙ୍କ ଦେହାନ୍ତ।

IAS Coaching

ପୂର୍ବତନ ମୁନସିପାଲିଟି ଚେୟାରମେନଙ୍କ ଦେହାନ୍ତ।

ବାରିପଦା – ବାରିପଦା ମୁନସିପାଲିଟି ର ପୂର୍ବତନ ପୋୖରାଧକ୍ଷ ରାଜ ଶିବନାରାୟଣ କିସ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତୁ ଘଟିଛି।ସୂଚନା ଅନୁଯାୟୀ ଆଠଦିନ ପୂର୍ବରୁ ସେ ଗାଧୁଅଘରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ କୋମା କୁ ଚାଲିଯାଇଥିଲେ।ଭୁବନେଶ୍ୱର ସ୍ଥିତ AIIMS  ରେ ସେ ଚିକିତ୍ସିତ ହେଉଥିଲେ।ତେବେ ଆଜି ସକାଳ ୧୦ଟା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସେ ୨୦୧୪ ରୁ ୧୯ ପର୍ଯ୍ୟନ୍ତ ବାରିପଦା ମୁନସିପାଲିଟି ର ଚେୟରମ୍ୟାନ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।ତାଙ୍କ ସ୍ତ୍ରୀ ଓ ଗଟେ ବୋଲି ପୁଅ ଦୁଃଖରେ ଭାଙ୍ଗି ପଡିଛନ୍ତି।ତାଙ୍କର ଶାନ୍ତ ସ୍ଵଭାଵ ଓ ମିଷ୍ଟଭାଷୀ ଯୋଗୁଁ ସେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିଥିଲେ।