ବାରିପଦା ପୌରପାଳିକା ତରଫରୁ ସହରର ବିଭିନ୍ନ ସ୍ଥାନରେ “ସମୂହ ସଫେଇ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ

IAS Coaching

ବାରିପଦା ପୌରପାଳିକା ତରଫରୁ ସହରର ବିଭିନ୍ନ ସ୍ଥାନରେ “ସମୂହ ସଫେଇ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ

 

ବାରିପଦା – ସୋମବାର ସକାଳ ପ୍ରାୟ ୮ଟାରେ ବାରିପଦା ପୌରପାଳିକା ତରଫରୁ ସମୂହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପୁଜା ମଣ୍ଡପ, ଧର୍ମାନୁଷ୍ଠାନ ପରିସର ଗୁଡିକରେ ସଫେଇ କାର୍ଯ୍ୟ କରାଯାଇଛି। ତେବେ କିଭଳି ବାରିପଦା ସହରକୁ ସମସ୍ତେ ମିଳିମିଶି ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢି ତୋଳିବା ସେହି ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇ ନିଜେ ଝାଡୁ ଧରି ସଫେଇ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।