​ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ୍ ଭାରତରେ ; WHO କରାଇଲା ସତର୍କ

IAS Coaching

News 18 Odia Digital

ନୂଆଦିଲ୍ଲୀ; ରାଜ୍ୟ ସମେତ ସମଗ୍ର ଦେଶରେ ବଢୁଛି କରୋନା ସଂକ୍ରମଣ । ଏହାରି ଭିତରେ WHOର ଏକ ସୂଚନା ପୁଣି ଦେଶବାସୀଙ୍କ ମନରେ ଭୟ ଆଣିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୧୫ ହଜାର ଥିବାବେଳେ ପୁଣି ଏକ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । କରୋନା ଓମିକ୍ରନ ନୂଆ ଭାରିଏଣ୍ଟ ବିଏ.୨.୭୫ WHO ସୂଚନା ଦେଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । ନୂଆ ଭାରିଏଣ୍ଟ୍ ଆସିବା ପରେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ମାନି ଚଳିବାକୁ ବରିଷ୍ଠ ଡାକ୍ତର ମତ ଦେଇଛନ୍ତି ।

WHO କହିଛି ଭାରତ ସହ ଆଉ ୧୦ଟି ଦେଶରେ ମଧ୍ୟ ଓମିକ୍ରନ ବିଏ.୨.୭୫ ଭାରିଏଣ୍ଟ୍ ଠାବ ହୋଇଛି । କିନ୍ତୁ ଏହା କେତେ କ୍ଷତିକାରକ ସେ ସମ୍ପର୍କରେ ଗବେଷଣା ଚାଲିଛି । ଖୁବଶିଘ୍ର ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ।​

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: