।ନ୍ୟାୟ ଦାବିରେ ରାଜରାସ୍ତା ଅବୋରାଧ….

IAS Coaching

ମୋନାଲି କୁ ବୁଲିବାକୁ କରିବାକୁ ଯାଇ ଯୁବକ ମୃତ।

ଶାମାଖୁଣ୍ଟା ,୨୬/୨(ଇମିସ) – ହିମାଚଳପ୍ରଦେଶ କୁ ପିକନିକ କରିବାକୁ ଯାଇ ଯୁବକ ମୃତ।ଶାମାଖୁଣ୍ଟା ବ୍ଲକ ଅଧିନ ବାଗଡିହା ଅଂଚଳର।ପରମେଶ୍ୱର ମହାନ୍ତ ତାଙ୍କର ଚାରି ସାଙ୍ଗଙ୍କ ସହିତ 20 ତାରିଖ ଦିନ ମୋନାଲି ର କୂଲୁ କୁ ବୁଲିବାକୁ ଯାଇଥିଲେ।ଆଜି ହଠାତ ତାଙ୍କର ସାଙ୍ଗ ତାଙ୍କର ମୃତୁ ହୋଇଯାଇଥିବାର ଖବର ପରିବାର ଲୋକଙ୍କୁ ଜଣାଇଥିଲେ।ପରିବାର ପକ୍ଷରୁ ଏ ନେଇ ବାରିପଦା ଟାଉନ ଥାନା ରେ ଜଣାଇବା ପରେ ଶବ ଆଣିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ପୁଅର ମୃତୁ ଖବର ପାଇଁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।