ଭିଜିଲାନ୍ସ ଜାଲରେ ବାରିପଦା ଟାଉନ୍ ଥାନା ଏ ଏସ ଆଇ. ରାମଚନ୍ଦ୍ର ସୋରେନ୍।

IAS Coaching

ଭିଜିଲାନ୍ସ ଜାଲରେ ବାରିପଦା ଟାଉନ୍ ଥାନା ଏ ଏସ ଆଇ. ରାମଚନ୍ଦ୍ର ସୋରେନ୍।

ବାରିପଦା – (କଳ୍କୀ ଓଡିଶା )୬୦୦୦ ଟଙ୍କା ଲାଞ୍ଚ ନେବେ ମାଡି ବସିଲା ବାରିପଦା ଭିଜିଲାନ୍ସ ଟିମ୍। ବାରିପଦା ଭଜିଲାନ୍ସ ଆଡିସନାଲ ଏସ ପି ହରେକୃଷ୍ଣ ମାଝୀ ଙ୍କ ନେତୃତ୍ୱ ରେ ଯାଇଥିଲା ଟିମ୍।ଅଭିଯୋଗ କାରି ଶୁଭ୍ରାଂଶୁ ଶେଖର ଦତ୍ତ ଙ୍କ ଠାରୁ ଏକ ମାମଲା ରୁ ନାମ କାଟିବା ଲାଗି ନେଉଥିଲେ ଲାଞ୍ଚ। ଅଭିଯୁକ୍ତ ASI ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସମାନ ରେ ନେଉଥିଲେ ଟଙ୍କା।

ସୂଚନା ଅନୁସାରେ, ଏକ ପାରିବାରିକ ଗଣ୍ଡଗୋଳ କୁ ନେଇ ଅଭିଯୋଗ କାରୀ ଙ୍କ କକା ଓ ଖୁଡି ସେମାନଙ୍କ ନାମ ରେ ବାରିପଦା ଟାଉନ୍ ଥାନା ରେ ଏକ ମିଥ୍ୟା ମାମଲା କରିଥିଲେ। ଦୀର୍ଘ ମାସ ପରେ ହଠାତ୍ ASI ସୋରେନ୍ ତାଙ୍କ ଘରକୁ ଆସି ପୁଅ ର ନାମ କାଟିବାକୁ 7ହଜାର ଟଙ୍କା ମାଗିଥିଲେ। ପରେ ଭିଜିଲାନ୍ସ କୁ ଖବର ଦେଇ ଆଜି ଶୁଭ୍ରାଂଶୁ ସମ୍ପୃକ୍ତ ASI ଙ୍କୁ 6 ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା ASI ରାମଚନ୍ଦ୍ର ସୋରେନ୍ ଙ୍କୁ। ପରେ ତାଙ୍କ ଅଫିସ ସହିତ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ।ଭିଜିଲାନ୍ସ ଜାଲରେ ବାରିପଦା ଟାଉନ୍ ଥାନା ଏ ଏସ ଆଇ. ରାମଚନ୍ଦ୍ର ସୋରେନ୍।୬୦୦୦ ଟଙ୍କା ଲାଞ୍ଚ ନେବେ ମାଡି ବସିଲା ବାରିପଦା ଭିଜିଲାନ୍ସ ଟିମ୍। ବାରିପଦା ଭଜିଲାନ୍ସ ଆଡିସନାଲ ଏସ ପି ହରେକୃଷ୍ଣ ମାଝୀ ଙ୍କ ନେତୃତ୍ୱ ରେ ଯାଇଥିଲା ଟିମ୍।ଅଭିଯୋଗ କାରି ଶୁଭ୍ରାଂଶୁ ଶେଖର ଦତ୍ତ ଙ୍କ ଠାରୁ ଏକ ମାମଲା ରୁ ନାମ କାଟିବା ଲାଗି ନେଉଥିଲେ ଲାଞ୍ଚ।ଅଭିଯୁକ୍ତ ASI ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସମାନ ରେ ନେଉଥିଲେ ଟଙ୍କା।ସୂଚନା ଅନୁସାରେ, ଏକ ପାରିବାରିକ ଗଣ୍ଡଗୋଳ କୁ ନେଇ ଅଭିଯୋଗ କାରୀ ଙ୍କ କକା ଓ ଖୁଡି ସେମାନଙ୍କ ନାମ ରେ ବାରିପଦା ଟାଉନ୍ ଥାନା ରେ ଏକ ମିଥ୍ୟା ମାମଲା କରିଥିଲେ। ଦୀର୍ଘ ମାସ ପରେ ହଠାତ୍ ASI ସୋରେନ୍ ତାଙ୍କ ଘରକୁ ଆସି ପୁଅ ର ନାମ କାଟିବାକୁ 7ହଜାର ଟଙ୍କା ମାଗିଥିଲେ। ପରେ ଭିଜିଲାନ୍ସ କୁ ଖବର ଦେଇ ଆଜି ଶୁଭ୍ରାଂଶୁ ସମ୍ପୃକ୍ତ ASI ଙ୍କୁ 6 ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା ASI ରାମଚନ୍ଦ୍ର ସୋରେନ୍ ଙ୍କୁ। ପରେ ତାଙ୍କ ଅଫିସ ସହିତ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ।