କୋଭିଡ ଭ୍ୟାକ୍ସିନର ସାଇଡ୍ ଇଫେକ୍ଟ ଉପରେ କଣ କହିଲେ ମୋଦି ସରକାର? ଜାଣନ୍ତୁ

News18 Odia Digital Modi Government on Vaccine: କେନ୍ଦ୍ରର ମୋଦି ସରକାର ଗଣମାଧ୍ୟମର ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ଯେଉଁଥିରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (ସିଡିଏସକୋ) କୋଭିଡ ଟିକାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କୁହାଯାଇଥିଲା। ଏକ ଆରଟିଆଇ ପ୍ରଶ୍ନର ଉତ୍ତରକୁ ଦର୍ଶାଇ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ CDSCO ଏବଂ ICMR କରୋନା ପାଇଁ ଟୀକାକରଣର ଅନେକ ପାର୍ଶ୍ୱ ପ୍ରତିକ୍ରିୟାକୁ ସ୍ୱୀକାର … Read more

ଭାଇଜାନ୍‌ଙ୍କ ନିଆରା ଅବତାର; ଫ୍ୟାନ୍ସଙ୍କୁ କରୁଛି ଦିୱାନା

Salman Khan Stylish Looks: ଲଙ୍ଗ ହେୟାର ସାଙ୍ଗକୁ ଡ୍ୟାସିଂ ଲୁକ୍‌। ନୂଆ ଅବତାର ଟିକେ ଅଲଗା। ବକ୍ସ ଅଫିସକୁ ଭାଇଜାନ ଆସୁଛନ୍ତି ଏହି ଅବତାରରେ। ଏଥର ବି କେଶ ଉପରେ ବି କରିଛନ୍ତି ଏକ୍ସପେରିମେଣ୍ଟ। Source link

ଦୀର୍ଘ କୋଭିଡରେ ପୀଡ଼ିତ ଲୋକଙ୍କ ମଧ୍ୟରେ ଷ୍ଟ୍ରୋକ୍ ସହ ହୃଦରୋଗର ଆଶଙ୍କା ଅଧିକ: ରିପୋର୍ଟ – News18 ଓଡିଆ

News18 Odia Digital Long Covid19: ଏକ ନୂଆ ଅଧ୍ୟୟନରେ ଲମ୍ବା କିମ୍ବା ଦୀର୍ଘ କୋଭିଡ୍ (Long Covid) ଅନୁଭବ କରୁଥିବା ଲୋକଙ୍କ ମଧ୍ୟରେ ଷ୍ଟ୍ରୋକ୍ ସମେତ ହୃଦରୋଗର ଅଧିକ ଆଶଙ୍କା ଦେଖିବାକୁ ମିଳିଛି। କେବଳ ହୃଦ୍ ରୋଗ ନୁହେଁ, ଅନୁସରଣ ସମୟ ମଧ୍ୟରେ, ଦୀର୍ଘ କୋଭିଡର ଲକ୍ଷଣ ଥିବା ବ୍ୟକ୍ତିମାନେ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ଜଟିଳତାର ଆପେକ୍ଷିକ ବିପଦର ସମ୍ମୁଖୀନ ହୋଇଥିଲେ ଯେପରିକି ଫୁସଫୁସ ଏମ୍ବୋଲାଇଜିମ୍, କରୋନାରୀ ଧମନୀ ରୋଗ, ହୃଦଘାତ, ଆଜମା ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ … Read more

ଦେଶକୁ ପୁଣି ଫେରିପାରେ କରୋନା ଆତଙ୍କ; ବଢ଼ିଲା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଙ୍କା

News18 Odia Digital Corona Virus: ଭାରତରେ (India) ପୁଣି ଆସିବ କରୋନା ଲହର (Corona)। ଆଶଙ୍କା କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୮୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା କି ଗତ ୪ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ। ଏହାକୁ ମିଶାଇ ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୫ ହଜାର ୩୮୯ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ପାର୍‌ … Read more

ପୁଣି ଚିନ୍ତା ବଢାଇଲା କୋରୋନା; ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

News18 Odia Digital ନୂଆଦିଲ୍ଲୀ :  ଦେଶରେ ଦିନକରେ ହଜାରେ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ । ଯାହାକୁ ନେଇ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ କ୍ଲିନିକାଲ ଗାଇଡଲାଇନ ଜାରି ହୋଇଛି । ବୟସ୍କ ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ କୋରୋନା ଗାଇଡଲାଇନ୍ସ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୧୨୯ ଦିନ ପରେ ପୁଣି ଦେଶରେ ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ଫେବ୍ରୁଆରୀ ୧୯ ତାରିଖ … Read more

ପୁଣି ଡରାଇଲାଣି କରୋନା; ବଢ଼ି ଚାଲିଛି ସଂକ୍ରମଣ ସଂଖ୍ୟା – News18 ଓଡିଆ

News18 Odia Digital Corona Update in India: ଦେଶରେ ପୁଣି ଡରାଇଲାଣି କରୋନା (Corona)। ଦେଶର ବର୍ଷର ସର୍ବାଧିକ ସଂକ୍ରମଣ ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ସଜାଗ ସରକାର। ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)। ଉଚ୍ଚସ୍ତରୀୟ ବୈଠକରେ ଜନସ୍ବାସ୍ଥ୍ୟ ସେବା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜନସ୍ବାସ୍ଥ୍ୟ ସମ୍ପର୍କରେ ପ୍ରସ୍ତୁତ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଏମ୍‌ (PM Modi)। ଏଥିସହ ଲ୍ୟାବ୍‌ ସର୍ଭେଲାନ୍ସ … Read more

ଦୈନିକ ସଂକ୍ରମଣ ୧୨ଶହ ପାର୍… ୪୮ଘଣ୍ଟାରେ ଗଲା ୭ ଜୀବନ.. ପୁଣି ହେବ ଲକଡାଉନ ?

News 18 Odia Digital ଭୁବନେଶ୍ୱର: ୧୨ଶହ ଟପିଲା ଦୈନିକ ସଂକ୍ରମଣ । ଦେଶରେ ଆଜି ୧,୨୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୯୦୦ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୧,୨୪୯ କରୋନା ପଜିଟିଭ (covid positive) ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୭ … Read more

ବିମାନରୁ ଟ୍ରକ୍, କାର୍ ଓ ଡ଼ଙ୍ଗାରେ..ଦେଶର କୋଣେ କୋଣେ ପହଞ୍ଚିଥିଲା କୋଭିଡ ଟିକା

News18 Odia Digital The Viral: ଭାରତର ବିବିଧତା ସର୍ବଦା ଏହାର ମୁକୁଟ ଅଳଙ୍କାର। ଦେଶ, ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ଯେତେବେଳେ କୋଭିଡ  ମହାମାରୀ ହୋଇଥିଲା। ଏକ ବିରାଟ ଜନସଂଖ୍ୟାକୁ ଟିକା ଦେବା ପାଇଁ ସମୟର ଆବଶ୍ୟକତା ଥିଲା। ମହାମାରୀ ସମୟରେ କାର୍ଯ୍ୟ ଯୋଜନା ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଦି ଭାଇରାଲଲ – ଭାରତର ଭ୍ୟାକ୍ସିନ୍ ଷ୍ଟୋରୀ’ରେ ହିଷ୍ଟ୍ରି ଟିଭି ୧୮ ର ଦେଶର କୋଭିଡ୍ -19 ଟିକା … Read more

ମନୋଜ ବାଜପେୟୀ – News18 ଓଡିଆ

News18 Odia Digital The Viral: ହିଷ୍ଟ୍ରି ଟିଭି ୧୮ ର କୋଭିଡ୍ -19 ଭ୍ୟାକ୍ସିନ୍ ଡକ୍ୟୁମେଣ୍ଟାରୀରେରେ ଅଭିନୀତ ଅଭିନେତା ମନୋଜ ବାଜପେୟୀ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସମାଲ ଜଣାଇଛନ୍ତି। ଫିଲ୍ମରେ ମୋ ଅବଦାନ ସେମାନଙ୍କ ପାଇଁ ମୋ ଶ୍ରଦ୍ଧାଞ୍ଜଳି ବୋଲି ଅଭିନେତା କହିଛନ୍ତି। ମହାମାରୀ ବିରୋଧରେ ଭାରତର ଲଢେଇ ଏକ ବଡ଼ ପରିବର୍ତ୍ତନ ଆଣିଛି। ମୋ ପାଇଁ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା ଏକ ଜରିଆ ଥିଲା ଯେଉଁମାନେ ଏକ ବଡ଼ … Read more

କୋରୋନାର ଲମ୍ବା ଜମ୍ପ୍‌; ୨୪ ଘଣ୍ଟାରେ ୪ ହଜାର ମୁହାଁ – News18 ଓଡିଆ

News18 Odia Digital Corona Update : ପୁଣି ଡ଼ରାଇଲା କୋରୋନା । ଦେଶରେ କୋରୋନାର ଲମ୍ବା ଜମ୍ପ୍‌ । ଗତ କିଛି ଦିନ ହେବ ବିଶ୍ୱରେ ମହାମାରୀ କୋରୋନାର ଭୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ଦେଶରେ କୋରୋନାର ମଧ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହାପୂର୍ବରୁ ଦେଶରେ କୋରୋନା ଧୀରେ ଧୀରେ କମିବା ପରି ମନେ ହେଉଥିଲା, କିନ୍ତୁ ପାଗର ପରିବର୍ତ୍ତନ ମଧ୍ୟରେ ପୁଣି … Read more