କାୟା ମେଲାଉଛି କରୋନା! ୩ରାଜ୍ୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ
News18 Odia Digital Corona in India: ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା(Corona)କୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ରାଜ୍ୟଗୁଡିକରେ, ଦିଲ୍ଲୀ ନିକଟରେ ଥିବା ହରିୟାଣା(Haryana), ମହାରାଷ୍ଟ୍ର(Maharashtra) ଓ ତାମିଲନାଡୁ(TamilNadu)ର କେତେକ ଅଞ୍ଚଳରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏପରି ହେଲେ ଖୁବ୍ ଶୀଘ୍ର ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିବନି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା … Read more