ଦିନକୁ ଦିନ ବଢ଼ିଚାଲିଛି କରୋନା ପ୍ରକୋପ; ଆଜି ୧୧ ହଜାର ପାର ସଂକ୍ରମଣ – News18 ଓଡିଆ

News18 Odia Digital Coronavirus Cases in India: ଦେଶରେ ୧୧ ହଜାର ଟପିଲା କୋରୋନା ସଂକ୍ରମଣ (Coronavirus)। ଗତକାଲି ଏହି ୧୦ ହଜାର ୧୫୮ ଥିଲା । ଆଉ ୨୪ ଘଣ୍ଟାରେ ୧୧ ହଜାର ୧୦୯ ନୂଆ ପଜିଟିଭ ବାହାରିଛନ୍ତି। ଏଥିସହିତ ଦେଶରେ ଆକ୍ଟିଭ କେସ ସଂଖ୍ୟା ୪୯ ହଜାର ୬୨୨ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ୨୦ଜଣଙ୍କ ଜୀବନ ନେଇଛି ମହାମାରୀ । ଦୈନିକ ପଜିଟିଭିଟି ରେଟ୍ ରହିଛି ୫.୦୧ ପ୍ରତିଶତ । … Read more

ଡରାଉଛି କୋରୋନା; ୭ ଦିନରେ ୮୧% ନୂଆ ମାମଲା – News18 ଓଡିଆ

News18 Odia Digital Covid-19 Update : ଦେଶରେ କମୁନି କୋରୋନା । ଗତକାଲି ଦେଶରେ ୧୦ ହଜାର ଉପରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୯ ହଜାରକୁ ଖସିଛି । ଗତ ୨୪ ଘଣ୍ଟାରେ ୯ ହଜାର ୧୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୮.୪୦ ପ୍ରତିଶତ ରହିଛି ।ଏଥିସହ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୩୧୩କୁ ବୃଦ୍ଧି ପାଇଛି … Read more

ବଢ଼ିଚାଲିଛି କରୋନା ଆତଙ୍କ; ୧୨ ହଜାର ଟପିଲା ସଂକ୍ରମଣ ସଂଖ୍ୟା – News18 ଓଡିଆ

News18 Odia Digital Coronavirus Cases In India: ଦେଶରେ କରୋନା (Corona) ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଗୋଟିଏ ଦିନରେ ସାରା ଦେଶରେ (India) ୧୨ ହଜାରରୁ ଅଧିକ କୋଭିଡ ମାମଲା ପଞ୍ଜିକୃତ ହୋଇଛି। ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ କରୋନା ୧୨,୫୯୧ ନୂଆ ମାମଲା ଚିହ୍ନଟ ହୋଇଛି। ଯାହା ଗତକାଲି ତୁଳନାରେ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। କୋଭିଡ ନୂଆ ତରଙ୍ଗ ଦେଶରେ ଟକ୍କର ଦେବାକୁ … Read more

Corona Update: ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ; ସେପଟେ ୮ ରାଜ୍ୟକୁ ଆଲର୍ଟ ଜାରି

ସମ୍ବନ୍ଧିତ ଖବର News18 Odia Digital Corona Cases Today : ଦେଶରେ ସାମାନ୍ୟ କମିଲା କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୧୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ୧୨ ହଜାର ୧୯୩ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ ହଜାର ୮୩୩ଜଣ । ସେହିପରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ୮୦୬ରେ ପହଞ୍ଚିଛି । ସେହିପରି ୨୯ଜଣଙ୍କ … Read more

Corona : ରାଜ୍ୟର ସମସ୍ତ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ; କଟକଣା ଜାରିକଲା ସ୍ବାସ୍ଥ୍ୟ ବିଭାଗ

News18 Odia Digital Corona Update : ରାଜ୍ୟର ସମସ୍ତ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । କଟକଣା ଜାରିକଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟସେବା ସହ ସଂପୃକ୍ତ ସମସ୍ତ ବ୍ୟକ୍ତ ପିନ୍ଧିବେ ମାସ୍କ । As #COVID19 cases are witnessing a surge across the Country and State, #Odisha Government has decided to enforce usage of masks in @HFWOdisha (all health institutions). … Read more

ହଠାତ ଧନ ପାଇଲେ ଜମା କରନ୍ତୁନି ଏହି ଭୁଲ; ନଚେତ୍ ହୋଇଯିବେ କାଙ୍ଗାଳ

News18 Odia Digital Chanakya Niti for Wealth: ଆଚାର୍ଯ୍ୟ ଚାଣକ୍ୟ (Chanakya Niti) ଆଜିକୁ ପ୍ରାୟ ୩୦୦୦ ବର୍ଷ ପୂର୍ବେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ ତଥା ରଣନୀତିଜ୍ଞ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଚାଣକ୍ୟ ସମାଜ, ରାଷ୍ଟ୍ର, ରାଜନୀତି ଏବଂ ସାମରିକ ସାମର୍ଥ୍ୟ ଉପରେ ନୀତି ଶାସ୍ତ୍ରୀ ନାମକ ଏକ ପୁସ୍ତକ ଲେଖିଥିଲେ, ଯାହା ଚାଣକ୍ୟ ନୀତି (Chanakya Niti) ନାମରେ ଜଣାଶୁଣା। ତାଙ୍କ ଏହି … Read more

ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା; ଆଲର୍ଟ କଲେ କେନ୍ଦ୍ର ସରକାର Corona threat increasing again health ministry issues alert to states – News18 ଓଡିଆ

News18 Odia Digital Corona Update: ପୁଣି ପଶିଲା କରୋନା ଡର। କରୋନାର ନୂଆ ଭାରିଆଣ୍ଟ JN.1 କେରଳ, କର୍ଣ୍ଣାଟକ ସମେତ ଆଉ କିଛି ରାଜ୍ୟରେ ଦ୍ରୁତ ସଂକ୍ରମଣ କରିବା ପରେ ସବୁ ରାଜ୍ୟକୁ ଆଲର୍ଟ କରାଇଛନ୍ତି କେନ୍ଦ୍ର ସରକାର। ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟ ସହ ବୈଠକ କରିବେ। ସେପଟେ ବରିଷ୍ଠ ଚିକିତ୍ସକଙ୍କ ମତରେ, କରୋନାର ଏହି ନୂଆ ଭାରିଆଣ୍ଟ JN.1ର ଦ୍ରୁତ ସଂକ୍ରମଣ କ୍ଷମତା ରହିଛି। ଥରେ ସଂକ୍ରମିତ ହେଲେ, ଏହା ଅନ୍ୟମାନଙ୍କୁ … Read more

ପୁଣି ଡରାଇଲାଣି କୋରୋନା; କାହିଁକି ଶୀତ ଦିନେ ବଢୁଛି କୋରୋନା ସଂକ୍ରମଣ?

News18 Odia Digital Corona Update: ଦେଶରେ କାୟା ମେଲାଉଛି କୋରୋନା … ୨୪ ଘଣ୍ଟାରେ ୬୨୮ ପଜିଟିଭ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍ … ଶୀତରେ ସଂକ୍ରମଣ ଅଧିକ ସମ୍ଭାବନା… ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ- ଶ୍ବାସକ୍ରିୟା ସଂକ୍ରମଣକୁ ଦାନା ଯୋଗାଉଛି ଥଣ୍ଡା ଜଳବାୟୁ… ମାସ୍କ ପିନ୍ଧିବା ଜରୁରୀ… ଶୀତ ଦିନରେ ବଢୁଛି କୋରୋନା ସଂକ୍ରମଣ । ପ୍ରଥମେ କେରଳ, ପରେ ପରେ ୨୧ ରାଜ୍ୟକୁ ବ୍ୟାପିସାରିଲାଣି । ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ … Read more

ଓଡ଼ିଶାରେ ଆଉ ୨ କରୋନା ପଜିଟିଭ୍; ପୁଣି ଫେରିଲା କଟକଣା! two more covid positive identified from odisha know details – News18 ଓଡିଆ

ସମ୍ବନ୍ଧିତ ଖବର News18 Odia Digital Corona Update: ଓଡ଼ିଶା(Odisha)ରେ ଆଉ ୨ କରୋନା ପଜିଟିଭ(Covid 19 Positive) । ସପ୍ତାହକ ମଧ୍ୟରେ ୫ କରୋନା ଆକ୍ରାନ୍ତ ଚିହ୍ନଟ । ତେଣେ ଦେଶରେ ୪ ହଜାର ଉପରେ କରୋନା ସଂକ୍ରମଣ । କର୍ଣ୍ଣାଟକ(Karnataka)ରେ ଫେରିଲା କଟକଣା । ସଂକ୍ରମିତଙ୍କ ପାଇଁ ୭ ଦିନ ଆଇସୋଲେସନ ବାଧ୍ୟତାମୂଳକ । ରାଜ୍ୟରେ କାୟା ବିସ୍ତାର କଲାଣି କରୋନା । ଆଜି ଆଉ ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି … Read more