୧୨ ବର୍ଷ କିମ୍ବା ଅଧିକ ବୟସର ପିଲାଙ୍କୁ ଲାଗିପାରିବକି କରୋନା ଟିକା; NTAGI କରିବ ସମୀକ୍ଷା
News18 Odia Digital ନୂଆ ଦିଲ୍ଲୀ: ୧୨ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ପିଲାଙ୍କଙ୍କ ଉପରେ କୋଭୋଭାକ୍ସ ଟିକା ବ୍ୟବହାର କରାଯାଇପାରିବ କି ନାହିଁ, ଏହି ସପ୍ତାହରେ ଟୀକାକରଣ ଉପରେ SII ତଥ୍ୟ ସମୀକ୍ଷା କରିବ ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (NTAGI)। ଭାରତର ଔଷଧ ନିୟାମକ ଅନୁସାରେ ଡିସେମ୍ବର ୨୮ ରେ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କଙ୍କ ଉପରେ ଓ ମାର୍ଚ୍ଚ ୯ ରେ ୧୨ ରୁ ୧୭ ବର୍ଷ ବୟସର ଲୋକଙ୍କ ଉପରେ … Read more