୪ଘଣ୍ଟାରେ ୧୨,୨୧୩ ଜଣ ଆକ୍ରାନ୍ତ ଚିହ୍ନଟ; ୧୧ମୃତ – News18 ଓଡିଆ

News18 Odia Digital ଭାରତରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଯାହାକି ଗୋଟିଏ ଦିନ ଅପେକ୍ଷା ପ୍ରାୟ ୪ ହଜାର ଅଧିକ। ସମୁଦାୟ ୧୨,୨୧୩ ନୂତନ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ, ସକ୍ରିୟ ମାମଲା ସଂଖ୍ୟା ୫୮ ହଜାରରୁ ଅଧିକରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ହେତୁ ୧୧ ଜଣ ରୋଗୀଙ୍କ ମୃତ୍ୟୁ … Read more

ବଢୁଛି କୋଭିଡ଼ ଚିନ୍ତା; ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ପରାମର୍ଶ ଦେଲେ ଏକ୍ସପର୍ଟ

News18 Odia Digital ଭୁବନେଶ୍ୱର: କୋଭିଡ଼ର ଚତୁର୍ଥ ଲହରିକୁ ନେଇ ପୁଣି ଆଶଙ୍କା ଦେଖା ଦେଇଥିବା କାରଣରୁ ଏବେ ବିମାନ ଯାତ୍ରାରେ  ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ଭଳି ସର୍ବ ସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରାଯିବା ଦରକାର । ଏହା କହିଛନ୍ତି ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଂଟରର ଚିଫ ଇନଭେଷ୍ଟିଗେଟର ଡ଼. ଇପାରୀ ଭେଙ୍କେଟ ରାଓ । ଡ଼ଃ ରାଓ କହିଛନ୍ତି,  ଦେଶର ବିଭିନ୍ନ ରାଜ୍ୟର ଛୋଟବଡ଼ ସହରଗୁଡ଼ିକରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା … Read more

୨୪ଘଣ୍ଟାରେ ୧୨,୮୪୭ ଜଣ ଆକ୍ରାନ୍ତ; ୧୪ ମୃତ – News18 ଓଡିଆ

News18 Odia Digital ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୮୪୭ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଗତକାଲି ତୁଳନାରେ ଏହା ୫.୨%% ଅଧିକ। ସର୍ବାଧିକ ୪,୨୫୫ ମାମଲା ସହିତ ମହାରାଷ୍ଟ୍ର ତାଲିକାର ଶୀର୍ଷରେ ଅଛି। ଏହା ପରେ କେରଳରେ ୩,୪୧୯ ମାମଲା, ଦିଲ୍ଲୀରେ ୧,୩୨୩ ଟି ମାମଲା, କର୍ଣ୍ଣାଟକରେ ୮୩୩ ଟି ମାମଲା ଏବଂ ହରିୟାଣାରେ ୬୨୫ଟି ମାମଲା ରୁଜୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ … Read more

Corona in India: ଥମିବାରେ ନାଁ ନେଉନି କରୋନା; ୨୪ ଘଣ୍ଟାରେ ୧୨,୮୯୯ ମାମଲା ରୁଜୁ; ୧୫ମୃତ

News18 Odia Digital ଭାରତରେ କରୋନା ସଂକ୍ରମଣ ଥମିବାରେ ନାମ ନେଉନାହିଁ। ପୁଣିଥରେ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦେଶରେ ପ୍ରାୟ ୧୩ ହଜାର କରୋନା ମାମଲା ରୁଜୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୨,୮୯୯ ଟି ନୂଆ ମାମଲା ହୋଇଥିବାବେଳେ କରୋନା କାରଣରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକଳନ ପରେ, ସକ୍ରିୟ ମାମଲାଗୁଡ଼ିକର ମୋଟ ସଂଖ୍ୟା ୭୨,୪୭୪ ରେ ପହଞ୍ଚିଛି।  ଯାହା … Read more

ପୁଣି ଉପର ମୁହାଁ ହେଲା କରୋନା; ୨୪ ଘଣ୍ଟାରେ ୧୨,୭୮୧ ନୂଆ ମାମଲା ଚିହ୍ନଟ – News18 ଓଡିଆ

News18 Odia Digital Corona Update: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସୋମବାର ଦିନ ଭାରତ ୧୨,୭୮୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୭୬,୭୦୦ରେ ପହଞ୍ଚିଛି। ସେହିପରି ୧୮ ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୫,୨୪,୮୭୩କୁ ବୃଦ୍ଧି ପାଇଛି, ଏହି ତଥ୍ୟ ଆଜି ସକାଳ ୮ଟାରେ ଅପଡେଟ୍ ହୋଇଛି। ସକ୍ରିୟ ସଂକ୍ରମଣ ସମୁଦାୟ ସଂକ୍ରମଣର ୦.୧୭ ପ୍ରତିଶତ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି … Read more

ଦେଶରେ ବଢୁଛି କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୧୩ ହଜାରରୁ ଅଧିକ ମାମଲା ଚିହ୍ନଟ – News18 ଓଡିଆ

News18 Odia Digital Corona Update: ବିଶ୍ୱ ମହାମାରୀ କରୋନା ସମ୍ମୁଖରେ ଦେଶ ପାଇଁ ପୁଣି ଥରେ ଚିନ୍ତାର ଖବର ଆସିଛି। ଭାରତରେ କରୋନା ଭାଇରସର ଚତୁର୍ଥ ଲହରକ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଲାଣି। ଓମିକ୍ରନର ନୂଆ ଭାରିଆଣ୍ଟ BA.2, BA.4 ଓ BA.5 ର ପ୍ରବେଶ ଅଧିକ ଚିନ୍ତା ବ ବଢ଼ାଇଲାଣି। ଦେଶରେ କ୍ରମାଗତ ଭାବରେ କରୋନା ରୋଗ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୩୧୩ଟି ନୂଆ କରୋନା ମାମଲା ଚିହ୍ନଟ … Read more

ଗୋଟିଏ ବର୍ଷରେ ୪୨ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଲା କୋଭିଡ ଭ୍ୟାକ୍ସିନ – News18 ଓଡିଆ

News18 Odia Digital Covid19 vaccines save Life: ଭାରତରେ କୋଭିଡ ଟିକା ଯୋଗୁଁ ୪୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ‘ଦି ଲାନସେଟ୍ ଇନଫେକ୍ସନ ଡିଜିଜ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ସୂଚନା ଦିଆଯାଇଛି। ଅଧ୍ୟୟନ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ଗାଣିତିକ ମଡେଲିଂ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବର ମହାମାରୀ ସମୟରେ ଆଣ୍ଟି-କୋଭିଡ ଟିକା ସୃଷ୍ଟି ଓ ଏହାର ବ୍ୟବହାର ସଂକ୍ରମଣ ହେତୁ ଅତି କମରେ ୨ କୋଟି ଲୋକଙ୍କ ଜୀବନ … Read more

ରାଜଧାନୀରେ ଟୀକାକରଣ ନୈରାଶ୍ୟଜନକ; ୧୨-୧୪ ବର୍ଷ ବର୍ଗର ୩୯% ନେଇଛନ୍ତି ଟିକା

ସମ୍ବନ୍ଧିତ ଖବର News18 Odia Digital ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ଟୀକାକରଣ ନୈରାଶ୍ୟଜନକ। ନା ପ୍ରିକସନ ଡୋଜ ନେଉଛନ୍ତି ନାଗରିକ ନା ୧୨ ରୁ ୧୭ ବର୍ଷ ପିଲାଙ୍କୁ ଦିଆଯାଇଛି ଟିକା। ୧୨ ରୁ ୧୪ ବର୍ଷ ରେ ମାତ୍ର ୩୯% ପିଲା ଟିକା ନେଇଥିବାବେଳେ ୧୫ ରୁ ୧୭ ବର୍ଷ ମଧ୍ୟରେ ୮୧% ପିଲା ଟିକା ନେଇଛନ୍ତି। ଯାହାକୁ ନେଇ ଉଭୟ ଭୁବନେଶ୍ୱର ମହାନଗର ନିଗମ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ … Read more

୨୪ ଘଣ୍ଟାରେ ୩୯ ମୃତ – News18 ଓଡିଆ

ସମ୍ବନ୍ଧିତ ଖବର News 18 Odia Digital ନୂଆ ଦିଲ୍ଲୀ/ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଲଗାତାର ଭାବରେ ବଢି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ଜଣ ମୃତ୍ୟୁବରଣ କରିଥିବା ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରୀ କରାଯାଇଛି । ୧୮,୮୧୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୪୫୨ ହଜାର ପାର୍ କରିଛି । ଏହା ସହିତ ୧୩,୮୨୭ ଜଣ … Read more

ପୁଣି ଉପର ମୁହାଁ କରୋନା; ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ ମାମଲା ଚ – News18 ଓଡିଆ

News18 Odia Digital India Covid19 Update: ଦେଶରେ କରୋନା ମାମଲାରେ ଦ୍ରୁତ ଗତି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୯୨ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଗୋଟିଏ ଦିନରେ ୨୯ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ, ୧୭,୦୭୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା। ଗତକାଲି ଅନୁଯାୟୀ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି। ଏଥି ସହିତ ଦେଶରେ ସକ୍ରିୟ ମାମଲା … Read more