ଦେଶରେ ୩୧ ମୃତ – News18 ଓଡିଆ

News 18 Odia Digital ଭୁବନେଶ୍ୱର/ନୂଆଦିଲ୍ଲୀ : ରାଜ୍ୟ ସମେତ ସାରା ଦେଶରେ ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମାସେ ପୂର୍ବରୁ ସ୍ଥିତି ସ୍ୱଭାବିକ ଥିବାବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସବୁ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି । ଆଜି ରାଜ୍ୟରୁ ୩୪୬ କୋଭିଡ୍ ୧୯ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ତନ୍ମଧ୍ୟରୁ ୨୦୨ ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ କରାଯାଇଥିବାବେଳେ ୧୪୪ ଜଣ … Read more

ସ୍ଥିତି ସଙ୍ଗୀନ ହେବ ନେଇ ଏକ୍ସପର୍ଟଙ୍କ ଚେତାବନୀ – News18 ଓଡିଆ

News18 Odia Digital ଭୁବନେଶ୍ୱର: ରାଜ୍ୟରେ ବଢିଲା କୋଭିଡ଼ ସଂକ୍ରମଣ । ବେଶ୍ କିଛି ମାସର ବ୍ୟବଧାନ ପରେ ରାଜ୍ୟରେ କୋଭିଡ଼ ସଂକ୍ରମଣ  ପୁଣିଥରେ ଉପରମୁହାଁ ହେବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ କୋଭିଡ଼ ଆକ୍ରାନ୍ତଙ୍କ  ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କୋଭିଡ଼ ପାଇଁ ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ଅନ୍ୟପକ୍ଷରେ ଏକ୍ସପର୍ଟଙ୍କ ମତରେ, ଏବେ କୋଭିଡ଼ର ଚତୁ୍‌ର୍ଥ ଲହରୀ ଆରମ୍ଭ ହୋଇଥିବାବେଳେ … Read more

​ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ୍ ଭାରତରେ ; WHO କରାଇଲା ସତର୍କ

ସମ୍ବନ୍ଧିତ ଖବର News 18 Odia Digital ନୂଆଦିଲ୍ଲୀ; ରାଜ୍ୟ ସମେତ ସମଗ୍ର ଦେଶରେ ବଢୁଛି କରୋନା ସଂକ୍ରମଣ । ଏହାରି ଭିତରେ WHOର ଏକ ସୂଚନା ପୁଣି ଦେଶବାସୀଙ୍କ ମନରେ ଭୟ ଆଣିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ୧୫ ହଜାର ଥିବାବେଳେ ପୁଣି ଏକ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । କରୋନା ଓମିକ୍ରନ ନୂଆ ଭାରିଏଣ୍ଟ ବିଏ.୨.୭୫ WHO ସୂଚନା ଦେଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । … Read more

ରାଜ୍ୟରେ ୫୭୬ ନୂଆ ସଂକ୍ରମିତ ଚିହ୍ନଟ – News18 ଓଡିଆ

News 18 digital ଧୀରେ ଧୀରେ ଏହାର ଗତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତକାଲି ୫୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୭୬ରେ ପହଞ୍ଚିଛି । ସଂଗରୋଧ କେନ୍ଦ୍ରରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ଚିହ୍ନଟ ହୋଇଛନ୍ତି । ମହାନଗରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳୁ ନାହିଁ। ସମସ୍ତେ ଲଗାମ ଛଡ଼ା ହୋଇ ବୁଲୁଥିବାର ଦେଖିବାକୁ ମିଳୁଛି। ଆଜି ଚିହ୍ନଟ ସଂକ୍ରମିତଙ୍କ … Read more

କରୋନା ସଂକ୍ରମଣ; ବିଏମସି କଡ଼ାକଡ଼ି କଲା ନିୟମ – News18 ଓଡିଆ

ସମ୍ବନ୍ଧିତ ଖବର ​News 18 Odia Digital ଭୁବନେଶ୍ୱର : ଲଗାତାର ଭାବରେ କିଛିଦିନ ହେବ କରୋନା ସଂକ୍ରମଣ ବଢୁଥିବାରୁ କରୋନା କଟକଣାକୁ କଡ଼ାକଡ଼ି କଲା ବିଏମସି । ଜଳଖିଆ ଦୋକାନ ଓ ଜନଗହଳୀପୂର୍ଣ୍ଣ ସ୍ଥାନରେ ଅଧିକ ଭିଡ଼ ନକରିବାକୁ ବିଏମସି ତରଫରୁ ପରାମର୍ଶ ଦିଆଯାଇଛି । ଅଧିକ ଗହଳୀ ବଢିଲେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ହୋଟେଲ୍ ଓ ଠେଲା ଗାଡ଼ିରେ ଖାଦ୍ୟ ବିକୁଥିବା ଦୋକାନୀଙ୍କୁ ପାର୍ସଲ ଦେବାପାଇଁ କୁହାଯାଇଛି । ଏଥିସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ … Read more

​ଥମିବାରେ ନାଁ ନେଉନି କରୋନା ; ଆଜିବି ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାର୍

News 18 Odia Digital ଭୁବନେଶ୍ୱର; ରାଜ୍ୟରେ ଦୁଇ ସପ୍ତାହ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଛି । ୫୭୨ ସଂକ୍ରମିତ ଗତକାଲି ଚିହ୍ନଟ ହୋଇଥିବାବେଳେ ଆଜି ୫୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ  ୨୯୯ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୧୦ । ୧୮ ବର୍ଷରୁ କମ୍ ବୟସର ୫୨ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୦୦ ଜଣ ଚିହ୍ନଟ ହୋଇଥିବାବେଳେ … Read more

ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ; ମାସ୍କ ବାଧ୍ୟତାମୂଳକ କଲା ବିଏମସି

ସମ୍ବନ୍ଧିତ ଖବର News18 Odia Digital ଭୁବନେଶ୍ବର: ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଇତିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୩୦୦ ପାର କରିଛି ସଂକ୍ରମଣ ସଂଖ୍ୟା। ଯାହାକୁ ଦୃଷ୍ଟିରେ ରଖି ବିଏମସି ଅଞ୍ଚଳରେ କୋଭିଡ ନିୟନ୍ତ୍ରଣ ଲାଗି ଗତ କିଛି ଦିନ ହେବ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗତକାଲି ବିଏମସି ଅଞ୍ଚଳରେ ଥିବା ୬୦ଟି ଘରୋଇ ଓ ସରକାରୀ ସ୍କୁଲ କର୍ତ୍ତୃପକ୍ଷ ଓ ବି.ଇ.ଓ. ଓ ଡ଼ି.ଇ.ଓ.ଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଯେଉଁଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ … Read more

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି; ମାଗଣାରେ ମିଳିବ ବୁଷ୍ଟର ଡୋଜ – News18 ଓଡିଆ

News18 Odia Digital Corona Vaccination In India: ଦେଶରେ ୧୮ ରୁ ୫୯ ବର୍ଷ ବୟସର ଲୋକ ସରକାରୀ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ କିମ୍ବା ତୃତୀୟ ଡୋଜ ପାଇପାରିବେ। ୭୫ ଦିନର ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଏହା କରାଯିବ, ଯାହା ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଯାଉଛି। ଆଜି ମୋଦି କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦୀ କା … Read more

Booster Dose: ଆଜିଠୁ ୭୫ ଦିନ ପର୍ଯ୍ୟନ୍ତ ସମସ୍ତ ବୟସ୍କ ଲୋକଙ୍କୁ ମାଗଣାରେ ମିଳିବ ବୁଷ୍ଟର ଡୋଜ୍

News18 Odia Digital COVID-19 Free Booster Dose: ଭାରତରେ, ଆଜି ଠାରୁ କରୋନାର ବୁଷ୍ଟର୍ ଡୋଜ ମାଗଣାରେ ଆରମ୍ଭ ହୋଇଛି। ଏହାପୂର୍ବରୁ ଆପଣଙ୍କୁ ତୃତୀୟ ଡୋଜ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା, କିନ୍ତୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୋଦି ସରକାର ଏହାକୁ ଆସନ୍ତା ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କିଛି ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହା … Read more

ରାଜ୍ୟରେ ସାଂଘାତିକ ହେଉଛି ସ୍ଥିତି ; ୧୦୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ସାଂଘାତିକ ହେଉଛି ସ୍ଥିତି ; ୧୦୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା Source link