ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଏମିତି କହିଲେ ମୁଖ୍ୟ ଶାସନ ସଚିବ

News18 Odia Digital ଭୁବନେଶ୍ବର: ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି। ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ସଚେତନତା ଓ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରି ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ … Read more

କମିବାର ନାଁ ନେଉନି କରୋନା ସଂକ୍ରମଣ; ଆଜିର ରିପୋର୍ଟରେ ବି ହଜାରେ ପାର୍

​News 18 Odia Digital ଭୁବନେଶ୍ୱର; ରାଜ୍ୟରେ ଗତକାଲିର କରୋନା ସଂକ୍ରମିତଙ୍କ ସଂଖ୍ୟା ରିପୋର୍ଟ ଯେତିକି ଚିନ୍ତା ବଢ଼ାଇଥିଲା ଆଜିର ରିପୋର୍ଟ ତାହାକୁ ଦ୍ୱିଗୁଣିତ କରିଛି । କାଲି ୧୦୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ହୋଇଛି । ଆଜି ପୁଣି ୧୦୬୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୬୨୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନିୟ ସଂକ୍ରମିତଙ୍କ ସଂଖ୍ୟା ୪୪୧ ରହିଛି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ … Read more

ସଂକ୍ରମଣ ସଂଖ୍ୟା ହଜାର ପାର ହେବାପରେ କଡ଼ାକଡ଼ି ହେଲା କୋଭିଡ କଟକଣା; ନମାନିଲେ ଫସିବେ

ସମ୍ବନ୍ଧିତ ଖବର News 18 Odia Digital ଭୁବନେଶ୍ୱର; ରାଜ୍ୟରେ ଲଗାତାର କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତକାଲି ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ନୂଆ ଆଡଭାଇଜରି ଜାରି କରିଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ସହ ମାସ୍କକୁ ସଠିକ ଢଙ୍ଗରେ ନପିନ୍ଧିଲେ କୌଣସି ଦୋକାନ ଭିତରକୁ ଗ୍ରାହକ ପସିପାରିବେନି । ଭିଡ଼ ସ୍ଥାନରେ ସାମାଜିକ ଦୂରତ୍ୱ ରଖିବା ବାଧ୍ୟତାମୂଳକ । ବ୍ୟବସାୟୀମାନେ ନିଜ ଦୋକାନ ସାମ୍ନାରେ ‘No Mask No Entry’ No … Read more

୨୦୦ କୋଟି ଟିକା କ୍ଳବରେ ସାମିଲ ହେଲା ଭାରତ; ଶୁଭେଚ୍ଛା ଜଣାଇଲେ PM ମୋଦି

News18 Odia Digital ଭାରତରେ କରୋନା ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ କୋଭିଡ ଟିକା ଡୋଜର ସଂଖ୍ୟା ୨୦୦ କୋଟି ଅତିକ୍ରମ କରିଛି। ଏହି ସଫଳତା ଉପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ ପୁଣି ଇତିହାସ ସୃଷ୍ଟି କରିଛି! ୨୦୦ କୋଟି  ଡୋଜ  ଅତିକ୍ରମ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ। ଯେଉଁମାନେ ଭାରତର ଟୀକାକରଣ ଅଭିଯାନର ଗତିରେ ଏକ ଅନନ୍ୟ ଅବଦାନ ଦେଇଛନ୍ତି ସେମାନଙ୍କ ପାଇଁ ଗର୍ବିତ। ଏହି ଲକ୍ଷ୍ୟ COVID-19 ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ … Read more

ଉପର ମୁହାଁ କରୋନା ଗ୍ରାଫ୍; କଟକଣା ନମାନିଲେ ପୁଣି ଛୁଇଁପାରେ ୪ ଅଙ୍କ

News 18 Odia Digital ଭୁବନେଶ୍ୱର; ପିଛା ଛାଡୁନି କରୋନା । ସେୟାର ମାର୍କେଟ୍ ଗ୍ରାଫ୍ ପରି ଉପର ତଳ ହେଉଛି କରୋନା କେସ୍ । ରାଜ୍ୟରେ ୨୪ ଘଣ୍ଟାରେ ୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୭୭ ଥିବାବେଳେ ସ୍ଥାନୀୟ ଆକ୍ରାନ୍ତ ୩୩୯ ରହିଛି । ୧୮ ବର୍ଷରୁ କମ୍ ବର୍ଗର ୧୧୮ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧତ୍କ ୨୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୪୧, … Read more

ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ – News18 ଓଡିଆ

News 18 Odia Digital Corona in Odisha: ଗତ କିଛି ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ୧୦୦୦ ତଳେ ରହୁଥିବାବେଳେ। ଗତ ୨୪ ଘଣ୍ଟାରେ ଏହା ବଢ଼ି ୧୧୧୨ ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୫୮ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେଥିମଧ୍ୟରୁ ୧୬୪ କିଶୋର ଆକ୍ରାନ୍ତ ହୋଇଛନ୍ତି । ଯଦି କଟକଣାକୁ ଠିକ୍ ଢଙ୍ଗରେ ରେ ପାଳନ କରା … Read more

Vaccination: ଭାରତର ନୂଆ ରେକର୍ଡ; ଟିକା ପ୍ରସ୍ତୁତକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ PM ମୋଦି

News18 Odia Digital COVID-19 Vaccine: ବିଶ୍ବର ମହାମାରୀ କରୋନା ରୋକିବା ପାଇଁ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ୨୦୦ କୋଟିରୁ ଅଧିକ ଟିକା ଡୋଜ ପ୍ରୟୋଗ କରି ଭାରତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏଥିରେ କରୋନାର ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନାମରେ ଏକ ଚିଠି ଲେଖି ଦେଶର ସମସ୍ତ କରୋନା ଟିକା ଉତ୍ପାଦନକାରୀଙ୍କୁ ଏହି ବଡ଼ ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଭାରତ … Read more

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ଏବର୍ଷ ଆସିବ ଆଉ ଏକ ମହାମାରୀ

News18 Odia Digital କରୋନା ମହାମାରୀ ଭୟ ଏବେ ପର୍ଯ୍ୟନ୍ତ ମନରୁ ଲିଭି ନାହିଁ। ଏହାରି ଭିତରେ ଆଉ ଏକ ମହାମାରୀ ବିଶ୍ୱକୁ ପ୍ରବେଶ କରିବ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ। ଏହି ବୁଲଗେରିଆ ଭବିଷ୍ୟବକ୍ତାଙ୍କ କଥାରେ ସତ୍ୟତା ଥିବାରୁ ଲୋକମାନେ ବେଶ ଭୟଭୀତ ହୋଇ ପଡୁଛନ୍ତି। ସମଗ୍ର ବିଶ୍ୱରେ ଅନେକ ଭବିଷ୍ୟବାଣୀ ଲୋକ ଅଛନ୍ତି। ତାଙ୍କର ଭବିଷ୍ୟବାଣୀ ବେଳେବେଳେ ସଠିକ୍ ହୋଇଯାଏ।  ଏଥିରେ ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ନାମ ପ୍ରଥମେ ଆସେ।  ବାବା … Read more

ରାଜ୍ୟରେ ଟୀକା ଅଭାବ; ସେଥିପାଇଁ ଟୀକା କରଣରେ ବାଧା ସୃଷ୍ଟି ହୋଇଛି

ସମ୍ବନ୍ଧିତ ଖବର News 18 Odia Digital ଭୁବନେଶ୍ଵର;  ରାଜ୍ୟରେ ଟୀକାର ଅଭାବୀ ପରେ ଟୀକା କରଣ କେନ୍ଦ୍ର କମାଇ ଦିଆଯାଇଛି । ପୂର୍ବରୁ ଥିଲା ୩ ହଜାର କେନ୍ଦ୍ର  ଥିବାବେଳେ ଏବେ ହୋଇଛି ୧୫ ଶହ । ଟୀକାକରଣ କେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ଟୀକା ନଥିବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଟୀକା ରାଜଧାନୀରେ ପହଂଚିଛି ଥିବା ବେଳେ ଆଜି ରାଜ୍ୟର ସମସ୍ତ ଟୀକା କରଣ କେନ୍ଦ୍ରରେ ରାତି ସୁଦ୍ଧା … Read more

ବୁଷ୍ଟର ଡୋଜ ନେବା ହେଲା ଆହୁରି ସହଜ; ଏବେ ବିଭିନ୍ନ ମଲ ଗୁଡ଼ିକରେ ମିଳିବ ଟୀକା

ସମ୍ବନ୍ଧିତ ଖବର News 18 Odia Digital ଭୁବନେଶ୍ୱର; ରାଜଧାନାରେ ଟୀକାକରଣକୁ ବ୍ୟାପକ କରାଇବା ପାଇ ବିଭିିନ୍ନ ମଲ ଗୁଡ଼ିକରେ ଟୀକାକରଣ ଆରମ୍ଭ ହୋଇଯାଇଛି । ମଲଗୁଡ଼ିକୁ ପ୍ରତିଦିନ ଲୋକେ ଯିବା ଆସିବା କରିଥାନ୍ତି । ତେଣୁ ଲୋକମାନଙ୍କ ସୁବିଧା ପାଇଁ ସେଠାରି ଟୀକାକରଣ ବ୍ୟବସ୍ଥା କରାଯାଇଛି । ଗତ ଦୁଇବର୍ଷ ଧରି କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀର ବଡ଼ ବଡ଼ ସପିଂ ମଲ ଗୁଡ଼ିକରେ ଟୀକାକରଣ ବ୍ୟବସ୍ଥା କରାଯାଉଛି । ତେଣୁ ଚଳିତ ବର୍ଷ … Read more