ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ

News 18 Odia Digital ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ: ଯଦିଓ ସାରା ବିଶ୍ୱରେ କରୋନା ଭାଇରସର ଗତି ମନ୍ଥର ହୋଇସାରିଛି, ତଥାପି ଏହାର ସଂକ୍ରମଣ କମିନି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ ବୋଲି ହ୍ଵାଇଟି ହାଉସ ଏକ ସରକାରୀ ବିବୃତ୍ତି ଜାରି କରିଛି। ଏଭଳି … Read more

ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳ ମୁହାଁ – News18 ଓଡିଆ

News 18 Odia Digital ଭୁବନେଶ୍ବର: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କରୋନା । କିଛିଦିନ ହେବ ସଂକ୍ରମଣ ସଂଖ୍ୟା ହଜାରେ ଉପରେ ରହୁଥିଲା।  ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୭୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୦୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା … Read more

କରୋନା ପଜିଟିଭ ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର – News18 ଓଡିଆ

ସମ୍ବନ୍ଧିତ ଖବର News 18 Odia Digital Corona positive report: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ସେ ଗତ ତିନି-ଚାରି ଦିନ ଧରି ଜ୍ୱରରେ ପୀଡିତ ଥିଲେ। ଜ୍ୱରରେ ପୀଡିତ ହେବା ପରେ କରୋନା ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିଛି। କରୋନା ମହାମାରୀର କାୟା ବିସ୍ତାର ଏପର୍ଯ୍ୟନ୍ତ ଜାରି ରହିଛି। ସିଏମ ନୀତିଶ କୁମାର କରୋନା ପଜିଟିଭ ହେବା ପରେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ତେବେ ସେ ଏ ସମ୍ପର୍କରେ … Read more

ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ; ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣଙ୍କର ମୃତ୍ୟୁ

News 18 Odia Digital ଭୁବନେଶ୍ୱର; ଗତ ୨୪ ଘଣ୍ଟା ମଧ୍ୟରେ  ଭାରତରେ ୧୮,୩୧୩ ଟି ନୂଆ ସଂକ୍ରମଣ ସଂଖ୍ୟା ରେକର୍ଡ ହୋଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର (ଜୁଲାଇ ୨୭) ରେ ଅଂଶୀଦାର ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୦,୬୪୨ ଡିସଚାର୍ଜ ହୋଇଛନ୍ତି । ଭାରତରେ ସମୁଦାୟ ଆକ୍ଟିଭ୍ କେସ ୧,୪୪,୦୨୬ କୁ ହ୍ରାସ ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଆଜି ଦର୍ଶାଇଛି । ଗତ ୨୪ … Read more

ଟୀକାକରଣରେ ବଡ଼ ଅବହେଳା; ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ ଦିଆହେଲା କରୋନା ଟିକା

News18 Odia Digital ମଧ୍ୟପ୍ରଦେଶର ସାଗରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ କରୋନା ଟୀକାକରଣରେ ଗୁରୁତର ଅବହେଳା ମାମଲା ସାମ୍ନାକୁ ଆସିଛି। ଜୈନ ପବ୍ଲିକ ସ୍କୁଲରେ କୋଭିଡ ଟୀକାକରଣ ସମୟରେ ୩୦ ଜଣ ପିଲାଙ୍କୁ ଗୋଟିଏ ସିରିଞ୍ଜରେ ଟିକା ଦିଆଯାଇଥିଲା।  ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଏକ କରୋନା ଟୀକାକରଣ ଶିବିର ଆୟୋଜନ କରାଯାଇଥିଲ। କିନ୍ତୁ ସମାନ ସିରିଞ୍ଜରେ ଟିକା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ କିଛି ଅଭିଭାବକ। ପିଲାଙ୍କୁ ଟିକା ଦେଇଥିବା ଜିତେନ୍ଦ୍ର ଦାବି କରିଛନ୍ତି ଯେ କେବଳ … Read more

ଖସୁଛି କରୋନା ଗ୍ରାଫ୍ ; ସତର୍କତା ବଜାୟ ରଖିବା ସହ ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସୂଚନା

News 18 Odia Digital ଭୁବନେଶ୍ୱର; ତଳକୁ ଖସୁଛି କରୋନା ଗ୍ରାଫ । ରାଜ୍ୟରେ ୨୪ ଘଣ୍ଟାରେ ୭୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୪୬୬, ଲୋକାଲ୍ କେସ୍ ୩୩୧ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୪ ଜଣ ରହିଛନ୍ତି । ସୁନ୍ଦରଗଡ଼ରୁ ୧୭୬, ଖୋର୍ଦ୍ଧାରୁ ୧୧୩, ସମ୍ବଲପୁରରୁ ୬୬ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୩ ହଜାର ୯୪୨କୁ ବୃଦ୍ଧି … Read more

କରୋନାର ନୂଆ ମାମଲାରେ ବଡ଼ ପରିବର୍ତ୍ତନ; ୨୪ ଘଣ୍ଟାରେ ଏତିକି ଲୋକ ହୋଇଛନ୍ତି ସଂକ୍ରମିତ

News18 Odia Digital Coronavirus update: ଭାରତରେ କରୋନା ଭାଇରସର ନୂଆ ମାମଲା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୩,୭୩୪ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୦ ଲକ୍ଷ ୫୦ ହଜାର ୯କୁ ବୃଦ୍ଧି ପାଇଛି। … Read more

ଗତ ୨୪ ଘଣ୍ଟାରେ ଦେଶରେ ୧୯,୮୯୩ ଆକ୍ରାନ୍ତ ଚିହ୍ନଟ,୫୩ ଜଣଙ୍କର ମୃତ୍ୟୁ – News18 ଓଡିଆ

News 18 Odia Digital ନୂଆଦିଲ୍ଲୀ: ଧିରେଧିରେ ଦେଶରେ ହାସ୍ର ପାଇବାରେ ଲାଗିଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟାରେ ୧୯,୮୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ -୧୯ ସଂକ୍ରମଣର ବୃଦ୍ଧି ଘଟି ମୋଟ ୪,୪୦,୮୭,୦୩୭ କୁ ପହଞ୍ଚଛି। ସକ୍ରିୟ ମାମଲା ଆଜି ୧,୩୬,୪୮୭ କୁ ହ୍ରାସ ପାଇଛି  । ମୃତ୍ୟୁ ସଂଖ୍ୟା ୫,୨୬,୫୩୦ କୁ ବୃଦ୍ଧି ପାଇ ୫୩ ଜଣଙ୍କ ଗତ ୨୪ ଘଣ୍ଟାରେ ମୃତ୍ୟୁ ହୋଇଛି, ଗତ ପୂର୍ବ … Read more

କରୋନାରେ ସଂକ୍ରମଣ ହେଲେ କର୍ଣ୍ଣାଟକ CM ବାସଭରାଜ ବୋମ୍ମାଇ – News18 ଓଡିଆ

ସମ୍ବନ୍ଧିତ ଖବର News 18 Odia Digital କର୍ଣ୍ଣାଟକ : କରୋନା ସଂକ୍ରମଣ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ। ଏଥି ପାଇଁ  ତାଙ୍କର ଦିଲ୍ଲୀ ଗସ୍ତକୁ ସେ ବାତିଲ କରିଛନ୍ତି। ଆଜାଦୀ କା ଅମୃତ ମହୋତ୍ସବର ଜାତୀୟ କମିଟିର ବୌଠକରେ ଯୋଗଦେବା ପାଇଁ ସିଏମ୍ ବୋମ୍ମାଇ ଦିଲ୍ଲୀ ଯିବାର କାର୍ଯ୍ୟକର୍ମ ଥିଲା। ରାଷ୍ଟ୍ରୀୟ କମିଟି ବୌଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବୈଠକ ହେବାର ଥିଲା। ଏହା ସହିତ ବୋମ୍ମାଇ ମଧ୍ୟ ନୀତି ଆୟୋଗ ପରିଚାଳନା … Read more

ଦ୍ୱିତୀୟ ଥର କରୋନାରେ ସଂକ୍ରମିତ ହେଲେ ସୋନିଆ ଗାନ୍ଧି – News18 ଓଡିଆ

ସମ୍ବନ୍ଧିତ ଖବର News 18 Odia Digital ନୂଆ ଦିଲ୍ଲୀ : ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି । ୩ ମାସ ପୂର୍ବରୁ ଜୁନ୍ ୮ରେ ସଂକ୍ରମିତ ହୋଇଥିଲେ ସେ । ଦ୍ୱିତୀୟ ଥର ପାଇଁ ସୋନିଆ ଗାନ୍ଧି କରୋନା ସଂକ୍ରମିତ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡ଼ିଆରେ ସୂଚନା ଦେଇ କହିଛନ୍ତି, “କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି କରୋନା … Read more