ଆଜିଠାରୁ ମାସ୍କ ପିନ୍ଧିବାକୁ ଓଡ଼ିଶା ସରକାରଙ୍କ ଅପିଲ; କରୋନା ନିୟମ ପାଳନ କରିବାକୁ ପରାମର୍ଶ

News 18 Odia Digital ଭୁବନେଶ୍ୱର; ଚୀନ୍‌ରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବା ପରେ ଏବେ ଭାରତରେ କରୋନାକୁ ନେଇ ଭୟ ପଶିଛି। କରୋନା ଭୂତାଣୁର ବିଏଫ.୭ ପ୍ରଜାତି ଚୀନ୍‌ରେ ସଂକ୍ରମଣ ବଢାଇବାରେ ଲାଗିଛି। ଚୀନ୍‌ ଫେରନ୍ତା ଦୁଇ ଜଣଙ୍କ ସମେତ ଏହି ପ୍ରଜାତିର ଭୂତାଣୁ ଦ୍ୱାରା ୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାରୁ ଭାରତରେ କରୋନା ସଂକ୍ରମଣ ବଢିବା ନେଇ ଆଶଙ୍କା ବଢିଛି। ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ … Read more

ଚୀନ୍ ସମେତ ଏହି ୫ଟି ଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ

News18 Odia Digital ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ପୁଣି ବଢୁଥିବା କରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶନିବାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା କହିଛନ୍ତି ଯେ ଚୀନ୍, ଜାପାନ, ହଙ୍ଗକଙ୍ଗ, ବ୍ୟାଙ୍କକକ୍ ଏବଂ ଦକ୍ଷିଣ କୋରିଆରୁ ଭାରତକୁ ଆସୁଥିବା ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ଆରଟି- PCR ପରୀକ୍ଷା ଦେବେ। ଯଦି ଏହି ଦେଶରୁ ଆସୁଥିବା କୌଣସି ଯାତ୍ରୀଙ୍କ ମଧ୍ୟରେ କୋଭିଡର ଲକ୍ଷଣ ଦେଖାଯାଏ କିମ୍ବା ତାଙ୍କ ରିପୋର୍ଟ … Read more

Coronavirus: ଅକ୍ସିଜେନ ଅଭାବ ନହେବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

News18 Odia Digital ନୂଆଦିଲ୍ଲୀ: ଚୀନ୍, ଆମେରିକା ଏବଂ ଜାପାନ ସମେତ ଅନେକ ଦେଶରେ କରୋନାର ବିପର୍ଯ୍ୟୟ ବୃଦ୍ଧି ପାଇବା ସହିତ ଭାରତରେ ମଧ୍ୟ ସତର୍କ ଘଣ୍ଟି ବଜାଯାଇଛି। ମୋଦି ସରକାର ପୂର୍ବରୁ ସତର୍କ ହୋଇସାରିଛନ୍ତି। ଏହା ହେଉଛି ସରକାରଙ୍କ ଉଦ୍ୟମ ଯେ ଦ୍ୱିତୀୟ ଲହର ଭଳି ପରିସ୍ଥିତି ଦେଶରେ ଆଉ ଥରେ ସୃଷ୍ଟି ହେବନାହିଁ। ସରକାରଙ୍କର ସମ୍ପୂର୍ଣ୍ଣ ଧ୍ୟାନ ସେହି ଜିନିଷଗୁଡ଼ିକ ଉପରେ, ଯେଉଁଠାରେ ଗତଥର ଏକ ଭୁଲ ରହିଯାଇଥିଲା। ଦ୍ୱିତୀୟ ଲହର ସମୟରେ ଦେଶ … Read more