ଓଡ଼ିଶାରେ କୋରୋନାର ନୂଆ ଭାରିଆଣ୍ଟ JN.1 ଚିହ୍ନଟ; ଆକ୍ରାନ୍ତ ସଂଖ୍ୟା ୨୫

News18 Odia Digital Corona Positive in Odisha: ଓଡ଼ିଶାରେ କୋରୋନାର ନୂଆ ଭାରିଆଣ୍ଟ JN.1 ଚିହ୍ନଟ । ୨ଜଣ ନୂଆ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ ହୋଇଛନ୍ତି । କେରଳ ଫେରନ୍ତା ସୁନ୍ଦରଗଡ଼ ଜିଲ୍ଲାର ଆକ୍ରାନ୍ତ ସୁସ୍ଥ ଅଛନ୍ତି । ଅନ୍ୟଜଣେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ବୟସ ୮୩ ବର୍ଷ । କେରଳରୁ ଯିଏ ଆସିଥିଲେ ସିଏ ଘରେ ଚିକିତ୍ସିତ ହେଉଥିଲେ । କଣ୍ଟାକ୍ଟ ଟ୍ରେସିଂରେ କିଛି ଚିହ୍ନଟ … Read more

ସାମୁହିକ ନବ ବର୍ଷ ପାଳନ ମନା; କଟକରେ କଟକଣା ଲାଗୁ କରିବାକୁ ମୁତୟନ ହେଲେ ୧୨ ପ୍ଲାଟୁନ୍ ପୋଲିସ

News18 Odia Digital କଟକ: ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ବିଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା ଓ ବର୍ଷ ୨୦୨୧ ବିଦାୟ ନେଇ ନୂଆ ବର୍ଷ ୨୦୨୨ ଆସିବ । ହେଲେ କୋଭିଡ କଟକଣା ଲାଗୁ ହୋଇଥିବାରୁ କଟକରେ ଏ ଥର ସାମୁହିକ ନବ ବର୍ଷ ପାଳନକୁ ମନା କରାଯାଇଛି । ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲାଗୁ କରିଥିବା କଟକଣାର ପ୍ରଭାବ ସହରରେ ଦେଖିବାକୁ ମିଳିଲାଣି । ରାଜ୍ୟ … Read more

ଆସିଲା ଜାନୁଆରୀ ପାଇଁ କୋଭିଡ ଗାଇଡଲାଇନ୍‌; ରାଜ୍ୟର ସବୁ ସହରରେ ନାଇଟ୍‌ କର୍ଫ୍ୟୁ ଜାରି ହେବ

News18 Odia Digital ଭୁବନେଶ୍ୱର: କରୋନା ଭାଇରସର ନୂଆ ରୂପ ଓମିକ୍ରନର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ନୂଆ ବର୍ଷର ପ୍ରଥମ ଦିନରୁ ହିଁ ରାଜ୍ୟରେ କଟକଣା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ସରକାର । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଥିଲେ ବି କରୋନା ସଂକ୍ରମଣକୁ ଦେଖି ଜାନୁଆରୀ ପାଇଁ କୋଭିଡ ଗାଇଡ୍‌ଲାଇନ ଜାରି କରାଯାଇଛି । ଜାନୁଆରୀ ୧ ତାରିଖ ସକାଳ ୫ଟାରୁ କଟକଣା ଲାଗୁ … Read more

ଓମିକ୍ରନର ଏହି ଲକ୍ଷଣ ଆପଣଙ୍କ ଚର୍ମ ଉପରେ ଆସିବ ନଜର; ହୋଇଯାନ୍ତୁ ସାବଧାନ

News18 Odia Digital ନୂଆ ଦିଲ୍ଲୀ: କରୋନାଭାଇରସ୍, ଓମିକ୍ରନ୍ର ନୂଆ ପ୍ରକାରର ବୃଦ୍ଧି ହେତୁ ଭାରତ ସମେତ ସମଗ୍ର ବିଶ୍ୱ ସାମ୍ନାରେ ଏକ ନୂତନ ସମସ୍ୟା ଉପୁଜିଛି। ଏହି ସମୟରେ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଓମିକ୍ରନର ଏକ ଲକ୍ଷଣ ଅଛି ଯାହା ବିଷୟରେ ଲୋକମାନେ ସଚେତନ ନୁହଁନ୍ତି କିନ୍ତୁ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ। ଆପଣ ସାବଧାନ ରହିବା ଜରୁରୀ। ଓମିକ୍ରନ୍ ଚର୍ମ ଉପରେ କିପରି ପ୍ରଭାବ ପକାଇଥାଏ? ଓମିକ୍ରନ୍‌ର ଦିନକୁ ଦିନ ବଢୁଥିବା ବିପଦ … Read more

ଦୁଇ ଡୋଜ ଟୀକା ନେବା ପରେ ବି ଦେଖାଦେଉଛି କି ଏହି ଲକ୍ଷଣ; ହୋଇପାରେ ଓମିକ୍ରନ

News18 Odia Digital ନୂଆ ଦିଲ୍ଲୀ: ୨୦୧୯ ଠାରୁ ବିଶ୍ୱରେ କରୋନା ଭାଇରସ୍ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ବି ଥମିବାରେ ନାମ ନେଉନାହିଁ।  ଏହି ଜୀବାଣୁ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇ ସାରିଲେଣି। ଦ୍ୱିତୀୟ ଲହର ଡେଲଟା କାରଣରୁ ଆସିଥିଲା ​​ଓ ବର୍ତ୍ତମାନ ଓମିକ୍ରନ୍ କାରଣରୁ ତୃତୀୟ ଲହର ଆସିବାର ଲକ୍ଷଣ ଅଛି । ଓମିକ୍ରନ୍ ଅଧିକ ସଂକ୍ରାମକ ବୋଲି ବିଶ୍ୱାସ କରାଯାଏ। ଏହି  ସଂକ୍ରମଣର କାରଣ ଗୁଡିକ ବାବଦରେ ଜାଣନ୍ତୁ। … Read more

ଦିଲ୍ଲୀରେ ଛୁଆଙ୍କ ଟିକାକରଣ ପାଇଁ ତିଆରି ହେଲା ୧ ହଜାର ସେଣ୍ଟର; ଘରେ ବସି ଏମିତି ବୁକ୍ କରନ୍ତୁ ସ୍ଲଟ୍

News18 Odia Digital ନୂଆ ଦିଲ୍ଲୀ: ପୁରା ଦେଶ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଜାନୁୟାରୀ ୩ରୁ ସାରା ଦେଶରେ ଆରମ୍ଭ ହେଉଛି । ଏହି ସମୟରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀ ସରକାର ୧,୦୦୦ରୁ ଅଧିକ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି, ଆମର ଦୈନିକ ତିନି ଲକ୍ଷ ଟିକା ଦେବା କ୍ଷମତା ଅଛି। ଏଥି ସହିତ, ଦିଲ୍ଲୀର ଡାକ୍ତରମାନେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ପିଲାମାନଙ୍କୁ … Read more

Omicronକୁ ନେଇ କାନପୁର IIT ପ୍ରଫେସରଙ୍କ ଦାବି; ଫେବୃଆରୀରେ ପିକ୍ ଛୁଇଁବ ତୃତୀୟ ଲହର

News18 Odia Digital କାନପୁର: ଭାରତରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ କାରଣରୁ ବଢୁଥିବା ସଂକ୍ରମଣ ଓ ଏହା ସହିତ ବଢୁଥିବା ପ୍ରତିବନ୍ଧକ ମଧ୍ୟରେ ଆଇଆଇଟି କାନପୁରର ବରିଷ୍ଠ ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଏକ ଆଶ୍ବସ୍ତି ଖବର ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଓମିକ୍ରନ୍ କାରଣରୁ ଦେଶର ତୃତୀୟ ତରଙ୍ଗର ଶିଖର ଫେବୃଆରୀରେ ହେବ, କିନ୍ତୁ ଏଥର ରୋଗୀଙ୍କ ସଂଖ୍ୟା ଅଧିକ ହେବ ନାହିଁ କିମ୍ବା ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିବ ନାହିଁ। … Read more

ଓମିକ୍ରନରୁ ବର୍ତ୍ତିବା ପାଇଁ ଘରେ ରଖନ୍ତୁ ଏହି ୫ଟି Medical Gadgets

ଓମିକ୍ରନ ସମୟରେ ଘରେ ରହି ନିଜର ଯତ୍ନ ନେବା ଆବଶ୍ଯକ । ତେଣୁ ଘରେ ଏସବୁ ମେଡିକାଲ ଗେଜେଟ ରଖିବା ଜରୁରୀ ଯାହା ଆପଣଙ୍କୁ ଉପଯୁକ୍ତ ସମୟରେ ସାହାଯ୍ଯ କରିବ । Source link

ସ୍ୱାସ୍ଥ୍ୟ ବିଭାଗ – News18 ଓଡିଆ

News18 Odia Digital ଭୁବନେଶ୍ୱର: ରାଜ୍ୟରେ ଉପରମୂହାଁ ହେଲାଣି ଦୈନିକ ସଂକ୍ରମଣ। ଗୋଷ୍ଠୀ ସଂକ୍ରମଣ ନେଇ ଯଦିଓ ପ୍ରମାଣିକ ତଥ୍ୟ ମିଳିନଥିବା ସ୍ବାସ୍ଥ୍ୟ ବିଭାଗ କହୁଛି ତଥାପି ସଂକ୍ରମଣ ରହୁଥିବାରୁ ସଜାଗ ରହିବାକୁ ପରାମର୍ଶ ଦେଇଛି। ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ପଞ୍ଜିକରଣ ପ୍ରକିୟା ଆରମ୍ଭ ହୋଇଛି। ଦିନ ୧୧ଟା ସୁଦ୍ଧା ଦେଶରେ ୪୫ହଜାର ପିଲା ପଞ୍ଜିକରଣ କରିଥିବା ଜଣାପଡ଼ିଛି। ରାଜ୍ୟରେ ୩୦୦ ମୁହାଁ ଦୈନିକ ସଂକ୍ରମଣ । ଗତ ୨୯ ତାରିଖରେ ୨୨୧,୩୦ରେ … Read more

ଆଜିଠୁ ଆରମ୍ଭ ହେଲା କିଶୋରମାନଙ୍କ ଟିକାକରଣ – News18 ଓଡିଆ

News18 Odia Digital ଭୁବନେଶ୍ବର: ୧୫-୧୮ ବର୍ଷ ବୟସର ପିଲାମାନଙ୍କର କୋଭିଡ୍ ଟିକାକରଣ ଡ୍ରାଇଭ୍ ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି, ଯେଉଁଥିପାଇଁ ଜାନୁଆରୀ ୧ରେ ପଞ୍ଜୀକରଣ ଆରମ୍ଭ କରାଯାଇଥିଲା । ଖବର ଅନୁଯାୟୀ, ଶିଶୁମାନଙ୍କର ଟିକାକରଣ ଡ୍ରାଇଭ୍ ପାଇଁ ଓଡ଼ିଶାରେ ପ୍ରାୟ ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। କିଶୋରମାନଙ୍କୁ ଟିକାକରଣ ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁ ପିଲାମାନେ ଜାନୁଆରୀ ୧, ୨୦୦୭ ପୂର୍ବରୁ … Read more