ଚିନ୍ତା ବଢ଼ାଉଛି କୋଭିଡ; କଟକରେ ଦିନକୁ ୪୫ କୋଭିଡ ଆକ୍ରାନ୍ତ ଚିହ୍ନଟ
News18 Odia Digital କଟକ: କଟକରେ ପୁଣି ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ। ଗତ ଦୁଇ ଦିନ ହେଲା ଜିଲ୍ଲାର ଦୈନିକ କୋଭିଡ ସଂକ୍ରମଣ ହାର ଆକସ୍ମିକ ଭାବେ ବୃଦ୍ଧି ପାଇଛି । ଯାହାକି ଗତ ୬୦ ଦିନର ରେକର୍ଡକୁ ଭଙ୍ଗ କରିଛି । ଦୁଇ ମାସ ହେଲା କଟକ ଜିଲ୍ଲାର ଦୈନିକ କୋଭିଡ ସଂକ୍ରମଣର ସ୍ଥିତି ସ୍ବଭାବିକ ରହିଥିଲା । କାଁ ଭାଁ ଦିନ ଗୁଡିକୁ ବାଦ ଦେଲେ ଅଧିକାଶଂ ଦିନ ଜିଲ୍ଲାର ଦୈନିକ ସଂକ୍ରମଣ … Read more