କଟକରେ COVID ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢୁଛି; ୨ଟି ହସପିଟାଲରେ ବେଡ୍ ସଂଖ୍ୟା ବଢ଼ାଗଲା
News18 Odia Digital କଟକ: କଟକ ସହର ତଥା ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ସୋମବାର ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟାରେ ୪୦୧ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲର ଭିତ୍ତିଭୁମି ବୃଦ୍ଧି କରିଛି କଟକ ଜିଲ୍ଲା ପ୍ରଶାସନ । କଟକରେ କାର୍ଯ୍ୟକ୍ଷମ ଥିବା ଦୁଇଟି କୋଭିଡ ହସ୍ପିଟାଲ ଅଶ୍ୱିନୀ ଓ ଏସ୍.ସି.ବି. ହସ୍ପିଟାଲର ବେଡ ସଂଖ୍ୟା … Read more