ଭାରତରେ କରୋନାର ଦ୍ବିତୀୟ ଲହର ପରି ପୁଣି ଉପୁଜିପାରେ ପରିସ୍ଥିତି – News18 ଓଡିଆ

ସମ୍ବନ୍ଧିତ ଖବର News18 Odia Digital ନୂଆ ଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟରୁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଭାରତକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଏପ୍ରିଲରୁ ଜୁନ୍ ୨୦୨୧ ମଧ୍ୟରେ ଭାରତରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟର ମାରାତ୍ମକ ଲହରରେ ୨ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ଆର୍ଥିକ ପୁନରୁଦ୍ଧାରରେ ବାଧା ସୃଷ୍ଟି ହୋଇଥିଲା ଓ ନିକଟ ଭବିଷ୍ୟତରେ ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ। ମିଳିତ … Read more

Diet In Corona: ଶୀଘ୍ର ସୁସ୍ଥ ହେବା ପାଇଁ ମାନନ୍ତୁ ଏହି Diet Plan; ଜାଣନ୍ତୁ କଣ ଖାଇବେ କଣ ନାହିଁ

News18 Odia Digital Fast Recovery In Corona: କରୋନା ଭାଇରସ୍ ଲୋକଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି। କରୋନାଙ୍କ ଭୟ ହେତୁ ଲୋକମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟରେ ମଧ୍ୟ ଅନେକ ପରିବର୍ତ୍ତନ କରିଛନ୍ତି। କରୋନାକୁ ଏଡାଇବା ପାଇଁ, ଦୃଢ଼ ପ୍ରତିରକ୍ଷା ରହିବା ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ତେବେ ଆପଣ ଯେକୌଣସି ସଂକ୍ରମଣ ବିରୁଦ୍ଧରେ ଲଢ଼ିପାରିବେ। ଏପରି ପରିସ୍ଥିତିରେ, ଖାଦ୍ୟ ଏବଂ ପାନୀୟ ବିଷୟରେ ବହୁତ ସତର୍କ … Read more

ଉପର ମୁଁହା କୋଭିଡ ସଂକ୍ରମଣ; ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବିଏମସି

News18 Odia Digital ଭୁବନେଶ୍ୱର: ରାଜ୍ୟରେ ଦିନକରେ ଚିହ୍ନଟ ହେଲେଣି ୧୦ ହଜାରରୁ ଅଧିକ ସଂକ୍ରମିତ। ତାଲିକାର ଶୀର୍ଷରେ ଥିବା ଖୋର୍ଦ୍ଧାରେ କେବଳ ୩ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ। ତଥାପି ସବୁ ପରିସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ରହିଛି ବୋଲି ଜଣା ପଡ଼ିଛି। ଦିନକୁ ଦିନ ଜଟିଳ ହେବାରେ ଲାଗିଛି ସଂକ୍ରମଣ ସ୍ଥିତି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଟେଷ୍ଟିଂ ଓ ଟୀକାକରଣ … Read more

ବଢୁଛି COVID ରୋଗୀଙ୍କ ସଂଖ୍ୟା; SCB ହସପିଟାଲରେ ୬୦୦ଟି ବେଡ୍ ସହ ୧୪୦ଟି ICU ବେଡ୍ ପ୍ରସ୍ତୁତ ରଖାଗଲା

News18 Odia Digital କଟକ: ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାର ପାର୍‌ କରି ସାରିଥିବା ବେଳେ ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏପରି ସ୍ଥିତିରେ ଚିକିତ୍ସା ଭିତ୍ତିଭୂମିକୁ ସଜାଡ଼ି ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏସ୍‌.ସି.ବି. ହସପିଟାଲ୍‌ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା କୋଭିଡ ସ୍ଥିତି ପିକ୍ ପହଞ୍ଚିବା ଆଶଙ୍କା କରାଯାଉଥିବା ବେଳେ ସେହି ସମୟରେ ବହୁ ସଂଖ୍ୟକ … Read more

COVIDର ନୂଆ ଲକ୍ଷଣ – ଗଳା ବ୍ୟଥା, ମୁଣ୍ଡ ବିନ୍ଧା, ନାକ ବନ୍ଦ ରହିବା; ସ୍ଥିତି ଅଣାୟତ୍ତ – News18 ଓଡିଆ

News18 Odia Digital ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ପୁଣି ଥରେ ଅଣାୟତ୍ତ ହେଉଥିବା ବେଳେ ଏହି ମାରାତ୍ମକ ଭାଇରସର ଲକ୍ଷଣ ବି ବଦଳୁଛି । ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଥମ ଓ ଦିତୀୟ ଲହର ପରି ଚଳିତ ଥର ମଧ୍ୟ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ୍ତରଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଓଡ଼ିଶାରେ ଦୈନିକ ସଂକ୍ରମଣ ୧୧ ହଜାର ଛୁଇଁବାକୁ ବସିଲାଣି … Read more

୫ବର୍ଷ ପିଲାଙ୍କ ନିକଟରେ ଦେଖା ଦେଉଛି ଓମିକ୍ରନର ଏହି ଗମ୍ଭୀର ଲକ୍ଷଣ; ସୂଚନା ଦେଲେ ବିଶେଷଜ୍ଞ

News18 Odia Digital ନୂଆ ଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରିଆଣ୍ଟ ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ପିଲାମାନେ କରୋନାରେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ଅଛି। କରୋନା ଭାଇରସ ଉଭୟ ବୟସ୍କ ଓ ପିଲାମାନଙ୍କୁ ପ୍ରଭାବିତ କରୁଛି। ବିଶ୍ୱର ବିଭିନ୍ନ ସ୍ଥାନର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପିଲାମାନଙ୍କଠାରେ କରୋନା ରୋଗର ଅଧିକାଂଶ, ସାମାନ୍ୟ କିମ୍ବା କୌଣସି ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ କେତେକ କ୍ଷେତ୍ରରେ ଏହି … Read more

ନିର୍ଦ୍ଦେଶନାମା ଜାରି କଲା କେନ୍ଦ୍ର – News18 ଓଡିଆ

News18 Odia Digital ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କୋଭିଡ଼ ସଂକ୍ରମଣ । ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୧୧ ହଜାର ଛୁଇଁବାକୁ ବସିଲାଣି । ଏହାରି ଭିତରେ କେନ୍ଦ୍ରୀୟ ଗାଇଡ଼ ଲାଇନ ଅନୁସାରେ ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା । ଲକ୍ଷଣ ନ ଥିଲେ କୋଭିଡ଼ ଟେଷ୍ଟିଂ ନ କରିବାକୁ ଜନସାଧାରଣକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁସାରେ, ଲକ୍ଷଣ ନ ଥିଲେ ଭୟଭୀତ ହୋଇ ଲୋକମାନେ କୋଭିଡ଼ ଟେଷ୍ଟିଂ ନ … Read more

ଟେଷ୍ଟର ୫ ଦିନ ପରେ ଆସୁଛି କୋଭିଡ଼ ଟେଷ୍ଟ ରିପୋର୍ଟ; ହସ୍ପିଟାଲ କହୁଛି ଆମେ ବିଳମ୍ୱ କରୁନୁ

News18 Odia Digital ଭୁବନେଶ୍ୱର: ଏବେ କ୍ୟାପିଟାଲରେ କୋଭିଡ ପାଇଁ ଆରଟିପିସିଆର ଟେଷ୍ଟ କଲେ ଦିନେ କି ଦୁଇ ଦିନ ନୁହେଁ ୪-୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଯଦି ଜଣେ ଜରୁରୀକାଳୀନ ରୋଗୀଟିଏ ଟେଷ୍ଟ କରେ ତେବେ ଏତେ ଦିନ ଅପେକ୍ଷା କରିବା ତା ଜୀବନ ପାଇଁ କେତେ ବିପଦ ? ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜଧାନୀ ପୋଖରୀପୁଟର ଗୌତମ ନାୟକଙ୍କ ୪୮ ବର୍ଷୀୟା ପତ୍ନୀ ଈଶ୍ୱରୀ … Read more

ଚାହା ବଦଳରେ ପିଅନ୍ତୁ ଏହି ୩ଟି କାଢ଼ା; ସଂକ୍ରମଣରୁ ରହିବେ ସୁରକ୍ଷିତ – News18 ଓଡିଆ

News18 Odia Digital Immunity Booster Drink: ଶୀତଦିନେ ଚା ପିଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କିନ୍ତୁ ଯେହେତୁ ଆପଣ ଜାଣନ୍ତି ଯେ ଅଧିକ ଚା ପିଇବାର ଲାଭ ଅପେକ୍ଷା କ୍ଷତି ହୋଇଥାଏମ ଏହିପରି ପାଗରେ, ଥଣ୍ଡା ସମସ୍ୟା ମଧ୍ୟ ସାଧାରଣ ଓ  ଓମିକ୍ରନ ସଂକ୍ରମଣ ମଧ୍ୟ ଲାଗି ରହିଛି।  ଯଦି ଆପଣ ଏହି ସମୟରେ ନିଜକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ମାସ୍କ ସହିତ ସାମାଜିକ ଦୂରତା ସହିତ ସୁସ୍ଥ ଖାଦ୍ୟ ପ୍ରତି ମଧ୍ୟ … Read more

ଓମିକ୍ରନରୁ ସୁସ୍ଥ ହେବା ପରେ କେତେ ଦିନ ପର୍ଯ୍ୟନ୍ତ ରହିବ immunity; ଜାଣନ୍ତୁ

News18 Odia Digital ନୂଆ ଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ପ୍ରକାର ସମଗ୍ର ବିଶ୍ୱରେ ଆକ୍ରୋଶର କାରଣ ପାଲଟିଛି। ଏହାର ବିସ୍ତାରର ଗତି ବିପଜ୍ଜନକ ଡେଲଟାକୁ ବହୁ ପଛରେ ଛାଡ଼ି ଦେଇଛି। ଉଲ୍ଲେଖଥାଉ କି, ଓମିକ୍ରନ୍ ବିଶେଷଜ୍ଞଙ୍କ ଦ୍ୱାରା ଡେଲଟା ପରି ମାରାତ୍ମକ ବୋଲି ବର୍ଣ୍ଣନା କରାଯାଇ ନାହିଁ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଓମିକ୍ରନ୍ ଭାରିଆଣ୍ଟ ଇମ୍ୟୁନିଟି ଉପରେ କିପରି ପ୍ରଭାବ ପକାଇବ କିମ୍ବା ଓମିକ୍ରନ୍ ସଂକ୍ରମିତ ଲୋକଙ୍କଠାରେ ରୋଗ ପ୍ରତିରୋଧକ … Read more