ଚୀନ୍ ସମେତ ଏହି ୫ଟି ଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ
News18 Odia Digital ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ପୁଣି ବଢୁଥିବା କରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶନିବାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା କହିଛନ୍ତି ଯେ ଚୀନ୍, ଜାପାନ, ହଙ୍ଗକଙ୍ଗ, ବ୍ୟାଙ୍କକକ୍ ଏବଂ ଦକ୍ଷିଣ କୋରିଆରୁ ଭାରତକୁ ଆସୁଥିବା ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ଆରଟି- PCR ପରୀକ୍ଷା ଦେବେ। ଯଦି ଏହି ଦେଶରୁ ଆସୁଥିବା କୌଣସି ଯାତ୍ରୀଙ୍କ ମଧ୍ୟରେ କୋଭିଡର ଲକ୍ଷଣ ଦେଖାଯାଏ କିମ୍ବା ତାଙ୍କ ରିପୋର୍ଟ … Read more