ମନୋଜ ବାଜପେୟୀ – News18 ଓଡିଆ

News18 Odia Digital The Viral: ହିଷ୍ଟ୍ରି ଟିଭି ୧୮ ର କୋଭିଡ୍ -19 ଭ୍ୟାକ୍ସିନ୍ ଡକ୍ୟୁମେଣ୍ଟାରୀରେରେ ଅଭିନୀତ ଅଭିନେତା ମନୋଜ ବାଜପେୟୀ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସମାଲ ଜଣାଇଛନ୍ତି। ଫିଲ୍ମରେ ମୋ ଅବଦାନ ସେମାନଙ୍କ ପାଇଁ ମୋ ଶ୍ରଦ୍ଧାଞ୍ଜଳି ବୋଲି ଅଭିନେତା କହିଛନ୍ତି। ମହାମାରୀ ବିରୋଧରେ ଭାରତର ଲଢେଇ ଏକ ବଡ଼ ପରିବର୍ତ୍ତନ ଆଣିଛି। ମୋ ପାଇଁ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା ଏକ ଜରିଆ ଥିଲା ଯେଉଁମାନେ ଏକ ବଡ଼ … Read more

କୋରୋନାର ଲମ୍ବା ଜମ୍ପ୍‌; ୨୪ ଘଣ୍ଟାରେ ୪ ହଜାର ମୁହାଁ – News18 ଓଡିଆ

News18 Odia Digital Corona Update : ପୁଣି ଡ଼ରାଇଲା କୋରୋନା । ଦେଶରେ କୋରୋନାର ଲମ୍ବା ଜମ୍ପ୍‌ । ଗତ କିଛି ଦିନ ହେବ ବିଶ୍ୱରେ ମହାମାରୀ କୋରୋନାର ଭୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ଦେଶରେ କୋରୋନାର ମଧ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହାପୂର୍ବରୁ ଦେଶରେ କୋରୋନା ଧୀରେ ଧୀରେ କମିବା ପରି ମନେ ହେଉଥିଲା, କିନ୍ତୁ ପାଗର ପରିବର୍ତ୍ତନ ମଧ୍ୟରେ ପୁଣି … Read more

କାୟା ମେଲାଉଛି କରୋନା! ୩ରାଜ୍ୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

News18 Odia Digital Corona in India: ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା(Corona)କୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ରାଜ୍ୟଗୁଡିକରେ, ଦିଲ୍ଲୀ ନିକଟରେ ଥିବା ହରିୟାଣା(Haryana), ମହାରାଷ୍ଟ୍ର(Maharashtra) ଓ ତାମିଲନାଡୁ(TamilNadu)ର କେତେକ ଅଞ୍ଚଳରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏପରି ହେଲେ ଖୁବ୍ ଶୀଘ୍ର ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିବନି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା … Read more

ପୁଣି ଦେଶରେ କରୋନାର କାୟା; ୪ ହଜାର ଟପିଲା ଦୈନିକ ସଂକ୍ରମଣ – News18 ଓଡିଆ

News18 Odia Digital Corona Update in India: ଡରାଇଲା କରୋନା (Corona)। ଦେଶରେ କରୋନାର (Corona Update) ଲମ୍ବ ଡିଆଁ ଦେଖିବାକୁ ମିଳିଛି। ଏକାଥରକେ ଦେଶରେ (India) ଦିନକରେ ୪ ହଜାର ୪ଶହ ପାର୍‌ କରିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୪୩୫ ନୂଆ କରୋନା ପଜିଟିଭ (Corona Positiv) ଚିହ୍ନଟ ହୋଇଛନ୍ତି। ଏଥିସହ ଦୈନିକ ସଂକ୍ରମଣ ହାର ୩.୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିସହ ଦେଶରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା … Read more

କରୋନାର ଲମ୍ବ ଡିଆଁ; ୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ – News18 ଓଡିଆ

News18 Odia Digital Corona Update in India: ଦେଶରେ କରୋନା (Corona) ମାମଲା ବଢ଼ିବାରେ ଲାଗିଛି। ଦତ ୨୪ ଘଣ୍ଟା ମଧ୍ୟରେ ଦେଶରେ (India) ୫ ହଜାରରୁ ଅଧିକ ଅର୍ଥାତ୍ ୫,୩୩୫ଟି କରୋନା ମାମଲା (Corona Case) ଚିହ୍ନଟ ହୋଇଛି। ସେହିପରି ଏହି ସଂକ୍ରମଣରେ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହା ସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୫,୫୮୭କୁ ବୃଦ୍ଧି ପାଇଛି। ଏହାର ଗୋଟିଏ ଦିନ ପୂର୍ବରୁ, ୧୬୩ ଦିନ ପରେ, ଗୋଟିଏ … Read more

Corona; କାୟା ବିସ୍ତାର କରୁଛି କରୋନା; ଦେଶରେ ୬ ହଜାର ଟପିଲା ସଂକ୍ରମଣ

News18 Odia Digital Coronavirus Cases: ଦେଶରେ (India) କରୋନା (Corona) ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାରରୁ ଅଧିକ କରୋନା ସଂକ୍ରମିତ (Corona Case) ଚିହ୍ନଟ ହୋଇଛି। ପୂର୍ବ ଦିନରେ ମିଳିଥିବା ନୂଆ ମାମଲା ତୁଳନାରେ ଏହା ପ୍ରାୟ ୧୩ ପ୍ରତିଶତ ଅଧିକ ରହିଛି। ୬ ହାଜର ପାର ହେବା ପରେ ଦେଶରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮,୩୦୩କୁ … Read more

ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ

News18 Odia Digital Corona Update: ଦେଶରେ କରୋନା(Corona) ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୦୫୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବ ଦିନ ମିଳିଥିବା ନୂଆ ମାମଲା ତୁଳନାରେ ଏହା ପ୍ରାୟ ୧୪ ପ୍ରତିଶତ ଅଧିକ। ଦେଶରେ କରୋନା ଯଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮,୩୦୩ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଗୁରୁବାର ଦିନ ୧୯୫ ଦିନ ପରେ ଦେଶରେ ୫,୩୩୫ … Read more

ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ

News18 Odia Digital Corona Update in India: ଦେଶରେ ଆଜି ପୁଣି ବଢ଼ିଲା କରୋନା (Corona Case) ସଂକ୍ରମଣ। ପୁଣି ୬ ହଜାର ମୁହାଁ ସଂକ୍ରମଣ (Coronavirus)। ୨୪ ଘଣ୍ଟାରେ ୫ ହଜାର ୮୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ ଦେଶରେ (Corona Update in India) ଆକ୍ଟିଭ କେସ୍ ସଂଖ୍ୟା ୩୫ ହଜାର ଅତିକ୍ରମ କରିଛି। ଦେଶରେ ଏବେ ମୋଟ ଆକ୍ଟିଭ କେସ୍ ସଂଖ୍ୟା ହେଉଛି ୩୫ ହଜାର ୧୯୯। ସେହିପରି ଦୈନିକ ପଜିଟିଭିଟି … Read more

ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !

News 18 Odia Digital ଭୁବନେଶ୍ୱର: କୋରୋନା (Corona) ନେଇ ଓଡ଼ିଶା ସରକାରଙ୍କ ସତର୍କ ବାର୍ତ୍ତା । ବହୁବିଧ ରୋଗରେ ପୀଡ଼ିତ ଥିଲେ ସତର୍କ (alert) ରହିବାକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣ କୋଭିଡ୍ ପ୍ରୋଟୋକଲ (protocol)  ପାଳନ କରନ୍ତୁ । ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାନ୍ତୁ । ଏଥିସହ ହୋମ୍ ଆଇସୋଲେସନ (home isolation ) ନିୟମ ପାଳନ କରନ୍ତୁ । ବହୁ ରାଜ୍ୟରେ କୋରୋନା ବଢୁଥିବାରୁ ସତର୍କତା ଜାରି କରିଛନ୍ତି ରାଜ୍ୟ … Read more

କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍

News18 Odia Digital BMC on Corona: ବର୍ତ୍ତମାନ ଦେଶରେ କରୋନା (Corona Case) ପ୍ରକୋପ ବଢ଼ିଚାଲିଛି। ମେ କିମ୍ବା ଜୁନ୍ ବେଳକୁ ଓଡ଼ିଶା (Odisha) ସମେତ ମହାନଗର ନିଗମ ଅଞ୍ଚଳରେ କୋଭିଡ (Covid19) ବ୍ୟାପିପାରେ। ସେଥିପାଇଁ ପ୍ରସ୍ତୁତ ରହିବାକୁ ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ଥିବା ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। ବିଗତ ବର୍ଷ ଗୁଡିକ ଭଳି ଆଗାମୀ ଦିନରେ କିପରି ସଫଳତାର ସହ କୋଭିଡ୍ ମୁକାବିଲା କରି ହେବ … Read more