୮ ହଜାର ମୁହାଁ ସଂକ୍ରମଣ, ସତର୍କ କରାଇଲେ ଡାକ୍ତର – News18 ଓଡିଆ
News 18 Odia Digital ନୂଆଦିଲ୍ଲୀ: ଦେଶରେ କରୋନା (corona)ର ଲମ୍ବ ଡିଆଁ । ୮ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୮୩୦ ନୂଆ ମାମଲା (new cases) ସାମନାକୁ ଆସିଛି । ପୂର୍ବରୁ ଏହି ସଂଖ୍ୟା ୬ ହଜାର ଉପରେ ରହୁଥିଲା । ଆଉ ଏବେ ସଂଖ୍ୟା ୮ ହଜାର ନିକଟତର ହେଲାଣି । ସେହିପରି ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୪୦ ହଜାର ୨୧୫ରେ ପହଞ୍ଚିଛି । ଦୈନିକ … Read more