ସିକନ୍ଦରବାଦ ରେ ବନ୍ଧା ପଡିଛି ଓଡ଼ିଆ ଯୁବକ

ବାରିପଦା -୧୭/୨ – ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବାଣବେଡା ଗ୍ରାମର ବୁଧୁ ଦେହୁରୀ (30) ସିକନ୍ଦରବାଦ ସ୍ଥିତ ଏକ ମେଡ଼ିସିନ କମ୍ପାନୀରେ କାମ କରିବା ପାଇଁ ପ୍ରାୟ ୧୪ ମାସ ପୂର୍ବରୁ ଯାଇଥିଲେ। କେନ୍ଦ୍ରାପଡା ଜିଲ୍ଲାର ତପନ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏହି କାମ ଠିକ କରିଦେଇଥିଲେ।କିନ୍ତୁ ବର୍ତ୍ତମାନ ସେ ଘରକୁ ଫେରିବା ପାଇଁ କମ୍ପାନୀ ନିକଟରେ ଯେତେ ଗୁହାରିକଲେ ମଧ୍ୟ ତାଙ୍କୁ କମ୍ପାନୀ ଛାଡୁ ନ ଥିବାର କଥା ଫୋନ … Read more