ନିଶା ନେଲା ଅଭିନେତା ଚନ୍ଦନ କରଙ୍କ ଜୀବନ….

ନିଶା ନେଲା ଅଭିନେତା ଚନ୍ଦନ କରଙ୍କ ଜୀବନ ଭୁବନେଶ୍ୱର : ନିଶା ଖାଇ ରୋଗାଗ୍ରସ୍ତ ହେଲେ ଅଭିନେତା ଚନ୍ଦନ କର। ଏଥିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ରେ ଡାକ୍ତରଖାନା ଅଣାଗଲା। ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଡାକ୍ତରଖାନା ନେଲେ। ସେଠାରେ ଡାକ୍ତର ଅଭିନେତାଙ୍କୁ ମୃତ ଘୋଷଣା କଲେ। ନିଜର ପ୍ରିୟ ଅଭିନେତାଙ୍କୁ ହରାଇ ଆଖପାଖରେ ଥିବା ଲୋକେ ସେଠାକୁ ଧାଇଁ ଆସି ଭିଡ଼ ଜମାଇବାକୁ ଲାଗିଥିଲେ । ଖବରପାଇ ପୋଲିସ ମଧ୍ୟ ପହଞ୍ଚିଯାଇଥିଲା। … Read more

କୁକୁର ଆକ୍ରମଣରେ ଜଙ୍ଗଲି କସ୍ତୁରୀ ବିଲେଇ ଆହତ…

କୁକୁର ଆକ୍ରମଣରେ ଜଙ୍ଗଲି କସ୍ତୁରୀ ବିଲେଇ ଆହତ… ୨୩/୦୩- ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହିଛକ ହାଟପଡିଆରେ ଏସିଆ ମହାଦେଶରୁ ବିଲୁପ୍ତପ୍ରାୟ ଏସିଆନ ପାମ ସିଭେଟ କ୍ୟାଟ ବା ଏସିଆ ମହାଦେଶର କସ୍ତୁରୀ ବିଲେଇ ବା ଶାଳିଆପତନୀ ଉଦ୍ଧାର ହୋଇଛି। ସକାଳ ସମୟରେ ହାଟ ଝଣ୍ଟାଳି ଜଣକ ଶାଳିଆପତନୀକୁ କୁକୁରମାନଙ୍କ ଠାରୁ ଉଦ୍ଧାର କରିଥିଲେ ବୋଲି କହିଥିଲେ। ପରେ ଏନେଇ ଦେଉଳି ରେଞ୍ଜ କାଳିଆଶୋଳ ଫରେଷ୍ଟ ବିଟର ଫରେଷ୍ଟଗାର୍ଡ ଜ୍ୟୋସ୍ନାରାଣୀ ବେହେରାଙ୍କୁ ଫୋନ କରି ଘଟଣା … Read more

ନିଶା ନିବାରଣ ଅଭିଯାନ ରାଲିରେ ତାତିଲେ ମହିଳା.. ଗାଁରେ ପଶି ଭାଙ୍ଗିଲେ ମଦ ଭାଟି..

ନିଶା ନିବାରଣ ଅଭିଯାନ ରାଲିରେ ତାତିଲେ ମହିଳା.. ଗାଁରେ ପଶି ଭାଙ୍ଗିଲେ ମଦ ଭାଟି.. ୨୦/୦୩ – ମଦ ବିରୋଧୀ ଶୋଭାଯାତ୍ରା କରୁଥିଲେ ଆଉ ମଦ ଦେଇଥିବା ଯନ୍ତ୍ରଣାକୁ ମନେ ପକାଇ ତାତିଲେ ମହିଳା ଶେଷରେ ଗ୍ରାମ ଭିତରେ ପଶି ଗ୍ରାମ ଜଙ୍ଗଲ ଭିତରେ ଚାଲିଥିବା ଚୋରା ମଦ ପ୍ରସ୍ତୁତି ଭାଟି କୁ ନଷ୍ଟ କରିଲେ ଯିଏ ଯେମିତି ପାରିଲା ଭାଙ୍ଗି ଚାଲିଲା, କିଏ ଦେଶୀ ମଦ ପାଇଁ ରଖାଯାଇଥିବା ପୋଚ କୁ ନଷ୍ଟ କରିଲା, ଏଭଳି … Read more

ଚୋରା ମଦ ଧରିବାକୁ ଯାଇ ହଟ ହଟା ହେଲେ ଅବକାରୀ କର୍ମଚାରୀ ।

ଚୋରା ମଦ ଧରିବାକୁ ଯାଇ ହଟ ହଟା ହେଲେ ଅବକାରୀ କର୍ମଚାରୀ । ୧୯/୦୩-ଆଜି ସକାଳ ୯ ଟା ସମୟରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାକଟିଆ ଗ୍ରାମ ପଞ୍ଚାୟତ ଦିଘି ଅଞ୍ଚଳରେ ଚୋରା ମଦ କାରବାର ନେଇ ଖବର ପାଇଥିଲା କୁଳିଆନା ଅବକାରୀ ବିଭାଗ । ଚଢଉ ପାଇଁ ଯାଇଥବାବେଳେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ଅବକାରୀ କର୍ମଚାରୀ ମାନଙ୍କୁ ହଟହଟା କରିବା ସହିତ ଦୁଇ ପକ୍ଷ ମଧ୍ୟରେ ଯୁକ୍ତି ହୋଇଥିବା ସୂଚନା ମିଳିଛି। ତେବେ … Read more

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମୁଖ୍ୟରେ ଧାରଣା ଦେଲା ଭଞ୍ଜସେନା : ମୟୂରଭଞ୍ଜ

        ୧୧/୦୩-:  ଭାରତବର୍ଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ପରି ସର୍ବଭାରତୀୟ ସ୍ତରର ଅଲଚିକି ଭାଷାର ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ କେନ୍ଦ୍ର ବିଜେପି ସରକାର ଦେଶର ସର୍ବୋଚ୍ଚ ସମ୍ମାନ “ଭାରତ ରତ୍ନ”  ପ୍ରଦାନ କରିବା ଦାବୀ ନେଇ  ପୂର୍ଵ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ମାର୍ଚ୍ଚ ୧୧ତାରିଖ ଭଞ୍ଜସେନା, ଜିଲ୍ଲା ଆଦିବାସୀ ଶାଖା ପକ୍ଷରୁ ଜିଲ୍ଲା ସଭାପତି ବାଜୁନ ହାଁସଦାଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା … Read more

ବାଙ୍ଗିରିପୋଷି ଘାଟିରେ ପୁଣି ଘଟିଲା ଦୁର୍ଘଟଣା….

0୭/୦୩(ବାଙ୍ଗିରିପୋଷି)ଦ୍ୱାରସୁଣୀ ଘାଟିରେ ପୁଣି ଘଟିଛି ଏକ ଦୁର୍ଘଟଣା। ବେପରୁଆ ଗାଡି ଚାଳନା ନେଇ ଘଟିଛି ଦୁର୍ଘଟଣା। ବାରିପଦା ରୁ ଯଶିପୁର ଯାଉଥିବା ରାଧାମାଧବ ନାମକ ଘରେଇ ବସଟି ବିଶୋଇ ପଟୁ ଆସୁଥିବା ଏକ ଟ୍ରକ ଦେହରେ ବାଡେଇ ହୋଇଥିଲା। ବସ ଚାଳକଙ୍କ ଅସାବଧାନତା ହେତୁ ଵାମରୁ ଡାହାଣକୁ ଯାଇ ଟ୍ରକଦେହରେ ପିଟିହୋଇ ଦୁର୍ଘଟଣା ଘଟେଇ ଥିଲା। ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି।

ଉଦ୍ଘାଟନ ହେଲା ବିଜୁପଟ୍ଟନାୟକ ଶିଶୁଉଦ୍ୟାନ….

୦୭/0୩(ବାରିପଦା)ଉଦ୍ଘାଟନ ହେଲା ବିଜୁପଟ୍ଟନାୟକ ଶିଶୁଉଦ୍ୟାନ। ଏହି ଉଦ୍ଘାଟନୀ ଉତ୍ସବକୁ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଫିତା କାଟି ଉଦ୍ଘାଟନ କରିଥିଲେ ଏବଂ ତାଙ୍କ ସହିତ ଉପନଗରପାଳ ଓ ବାରିପଦାର ୱାର୍ଡକାଉଁସିଲର ସମେତ ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ।

ବାରିପଦାରେ “ଡିଭାଇନ୍ ଇଞ୍ଜିନିୟରିଂଓ ନର୍ସିଂ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି ।

ବାରିପଦାରେ “ଡିଭାଇନ୍ ଇଞ୍ଜିନିୟରିଂଓ ନର୍ସିଂ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି । ବାରିପଦା , ୪/୩/ :- ଷ୍ଟେମ୍ ସେଲ୍ ସ୍ପେଶାଲିଷ୍ଟ ଡାକ୍ତର ଶିବାଷିଶ ଗିରି ସୋମବାର ଦିନ ବାରିପଦା ଗସ୍ତରେ ଆସିଥିବା ଅବସରରେ ଡିଭାଇନ୍ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଏବଂ ଡିଭାଇନ୍ ନର୍ସିଂ ଇନଷ୍ଟିଚ୍ୟୁଟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସହ ଭାବ ବିନିମୟ କରିଛନ୍ତି । ଜର୍ମାନର ଲେଇପିଜିଗ୍ ବିଶ୍ବବିଦ୍ୟାଳୟରେ ଷ୍ଟେମ୍ ସେଲ୍ ବାୟଲୋଜି ଏବଂ ସେଲ୍ ଟେକନୋଲୋଜି ବିଭାଗର … Read more

ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟର ନିମ୍ନଲିଖିତ ଅବହେଳା ପ୍ରସଙ୍ଗ ନେଇ ଆଜିଠାରୁ ଆରମ୍ଭ ହୋଇଛି ଭଞ୍ଜସେନାର “ଜନସଚେତନତା ସାଇକେଲ ରାଲି”

ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟର ନିମ୍ନଲିଖିତ ଅବହେଳା ପ୍ରସଙ୍ଗ ନେଇ ଆଜିଠାରୁ ଆରମ୍ଭ ହୋଇଛି ଭଞ୍ଜସେନାର “ଜନସଚେତନତା ସାଇକେଲ ରାଲି” ୦୪/୦୩(ବାରିପଦା)-:ଆଦିବାସୀ ବହୁଳ ଅଖଣ୍ଡ ମୟୁରଭଞ୍ଜର ଚାରି ଗୋଟି ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡ ହେଉଛି ଅନ୍ୟ ଉପଖଣ୍ଡ ଅପେକ୍ଷା ସର୍ବାଧିକ ଆଦିବାସୀ ବହୁଳ ଏବଂ ଲୌହ ଖଣିଜ ସମ୍ପଦଭରା ଅଞ୍ଚଳ, ବାରମ୍ବାର ଦାବୀ ସତ୍ୱେ ବିକାଶର ପାଦ ଆଜିପର୍ଯ୍ୟନ୍ତ ଏ ଅଞ୍ଚଳରେ ପଡିନାହିଁ |ସବୁକ୍ଷେତ୍ରରେ ସରକାରୀ ଅବହେଳା, ନିର୍ବାଚିତ ପ୍ରତିନିଧି ଙ୍କ … Read more

ବାରିପଦା ଟାଉନଥାନା ଅନ୍ତର୍ଗତ ୱାର୍ଡ ୨୦ ସୁନଗଡିଆରେ ୨ ଗୋଷ୍ଠୀ ମୁହାମୁହିଁ ଜଣେ ମୃତ।

ବାରିପଦା ଟାଉନଥାନା ଅନ୍ତର୍ଗତ ୱାର୍ଡ ୨୦ ସୁନଗଡିଆରେ ୨ ଗୋଷ୍ଠୀ ମୁହାମୁହିଁ ଜଣେ ମୃତ। ୦୨/୦୩- ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ଅଂଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ। ଜଣେ ମୃତ ଆହତ। ମୃତ ଯୁବକ ହେଉଛନ୍ତି ରାମ ମୁଖୀ। ମୃତ ଯୁବକର ପରିବାର ଲୋକେ ଏଥିପାଇଁ ପୋଲିସ କୁ ଦାୟୀ କରୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ଠିକଣା ସମୟରେ ପିସିଆର ଭେନରେ ପୋଲିସ ପଠାଇ ଗଣ୍ଡଗୋଳ କୁ ନିୟନ୍ତ୍ରଣ କୁ ଆଣିଥିଲେ ବୋଲି କହିଛନ୍ତି। ସେପଟେ … Read more