ବାରିପଦାରେ “ଡିଭାଇନ୍ ଇଞ୍ଜିନିୟରିଂଓ ନର୍ସିଂ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି ।

ବାରିପଦାରେ “ଡିଭାଇନ୍ ଇଞ୍ଜିନିୟରିଂଓ ନର୍ସିଂ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି । ବାରିପଦା , ୪/୩/ :- ଷ୍ଟେମ୍ ସେଲ୍ ସ୍ପେଶାଲିଷ୍ଟ ଡାକ୍ତର ଶିବାଷିଶ ଗିରି ସୋମବାର ଦିନ ବାରିପଦା ଗସ୍ତରେ ଆସିଥିବା ଅବସରରେ ଡିଭାଇନ୍ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଏବଂ ଡିଭାଇନ୍ ନର୍ସିଂ ଇନଷ୍ଟିଚ୍ୟୁଟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସହ ଭାବ ବିନିମୟ କରିଛନ୍ତି । ଜର୍ମାନର ଲେଇପିଜିଗ୍ ବିଶ୍ବବିଦ୍ୟାଳୟରେ ଷ୍ଟେମ୍ ସେଲ୍ ବାୟଲୋଜି ଏବଂ ସେଲ୍ ଟେକନୋଲୋଜି ବିଭାଗର … Read more

ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟର ନିମ୍ନଲିଖିତ ଅବହେଳା ପ୍ରସଙ୍ଗ ନେଇ ଆଜିଠାରୁ ଆରମ୍ଭ ହୋଇଛି ଭଞ୍ଜସେନାର “ଜନସଚେତନତା ସାଇକେଲ ରାଲି”

ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟର ନିମ୍ନଲିଖିତ ଅବହେଳା ପ୍ରସଙ୍ଗ ନେଇ ଆଜିଠାରୁ ଆରମ୍ଭ ହୋଇଛି ଭଞ୍ଜସେନାର “ଜନସଚେତନତା ସାଇକେଲ ରାଲି” ୦୪/୦୩(ବାରିପଦା)-:ଆଦିବାସୀ ବହୁଳ ଅଖଣ୍ଡ ମୟୁରଭଞ୍ଜର ଚାରି ଗୋଟି ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡ ହେଉଛି ଅନ୍ୟ ଉପଖଣ୍ଡ ଅପେକ୍ଷା ସର୍ବାଧିକ ଆଦିବାସୀ ବହୁଳ ଏବଂ ଲୌହ ଖଣିଜ ସମ୍ପଦଭରା ଅଞ୍ଚଳ, ବାରମ୍ବାର ଦାବୀ ସତ୍ୱେ ବିକାଶର ପାଦ ଆଜିପର୍ଯ୍ୟନ୍ତ ଏ ଅଞ୍ଚଳରେ ପଡିନାହିଁ |ସବୁକ୍ଷେତ୍ରରେ ସରକାରୀ ଅବହେଳା, ନିର୍ବାଚିତ ପ୍ରତିନିଧି ଙ୍କ … Read more