ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମୁଖ୍ୟରେ ଧାରଣା ଦେଲା ଭଞ୍ଜସେନା : ମୟୂରଭଞ୍ଜ

        ୧୧/୦୩-:  ଭାରତବର୍ଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ପରି ସର୍ବଭାରତୀୟ ସ୍ତରର ଅଲଚିକି ଭାଷାର ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ କେନ୍ଦ୍ର ବିଜେପି ସରକାର ଦେଶର ସର୍ବୋଚ୍ଚ ସମ୍ମାନ “ଭାରତ ରତ୍ନ”  ପ୍ରଦାନ କରିବା ଦାବୀ ନେଇ  ପୂର୍ଵ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ମାର୍ଚ୍ଚ ୧୧ତାରିଖ ଭଞ୍ଜସେନା, ଜିଲ୍ଲା ଆଦିବାସୀ ଶାଖା ପକ୍ଷରୁ ଜିଲ୍ଲା ସଭାପତି ବାଜୁନ ହାଁସଦାଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା … Read more