କୁକୁର ଆକ୍ରମଣରେ ଜଙ୍ଗଲି କସ୍ତୁରୀ ବିଲେଇ ଆହତ…

କୁକୁର ଆକ୍ରମଣରେ ଜଙ୍ଗଲି କସ୍ତୁରୀ ବିଲେଇ ଆହତ… ୨୩/୦୩- ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହିଛକ ହାଟପଡିଆରେ ଏସିଆ ମହାଦେଶରୁ ବିଲୁପ୍ତପ୍ରାୟ ଏସିଆନ ପାମ ସିଭେଟ କ୍ୟାଟ ବା ଏସିଆ ମହାଦେଶର କସ୍ତୁରୀ ବିଲେଇ ବା ଶାଳିଆପତନୀ ଉଦ୍ଧାର ହୋଇଛି। ସକାଳ ସମୟରେ ହାଟ ଝଣ୍ଟାଳି ଜଣକ ଶାଳିଆପତନୀକୁ କୁକୁରମାନଙ୍କ ଠାରୁ ଉଦ୍ଧାର କରିଥିଲେ ବୋଲି କହିଥିଲେ। ପରେ ଏନେଇ ଦେଉଳି ରେଞ୍ଜ କାଳିଆଶୋଳ ଫରେଷ୍ଟ ବିଟର ଫରେଷ୍ଟଗାର୍ଡ ଜ୍ୟୋସ୍ନାରାଣୀ ବେହେରାଙ୍କୁ ଫୋନ କରି ଘଟଣା … Read more