ପୂର୍ବତନ ମୁନସିପାଲିଟି ଚେୟାରମେନଙ୍କ ଦେହାନ୍ତ।

ପୂର୍ବତନ ମୁନସିପାଲିଟି ଚେୟାରମେନଙ୍କ ଦେହାନ୍ତ। ବାରିପଦା – ବାରିପଦା ମୁନସିପାଲିଟି ର ପୂର୍ବତନ ପୋୖରାଧକ୍ଷ ରାଜ ଶିବନାରାୟଣ କିସ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତୁ ଘଟିଛି।ସୂଚନା ଅନୁଯାୟୀ ଆଠଦିନ ପୂର୍ବରୁ ସେ ଗାଧୁଅଘରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ କୋମା କୁ ଚାଲିଯାଇଥିଲେ।ଭୁବନେଶ୍ୱର ସ୍ଥିତ AIIMS  ରେ ସେ ଚିକିତ୍ସିତ ହେଉଥିଲେ।ତେବେ ଆଜି ସକାଳ ୧୦ଟା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସେ ୨୦୧୪ ରୁ ୧୯ ପର୍ଯ୍ୟନ୍ତ ବାରିପଦା ମୁନସିପାଲିଟି ର ଚେୟରମ୍ୟାନ … Read more

ରଞ୍ଜିତା ମାର୍ଣ୍ଡି ହେଲେ ବିଜେଡି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ପାର୍ଥୀନୀ…

ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ବିଜେଡି ସୁପ୍ରିମ ମୟୂରଭଞ୍ଜ ଜିଲ୍ଲା ଅଧିନ ହାଇଭୋଲ୍ଟେଜ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାଜସ୍ବମନ୍ତ୍ରୀ ସୁଦାମ ମରାଣ୍ଡୀଙ୍କ ଧର୍ମପତ୍ନୀ ରଞ୍ଜିତା ମାରାଣ୍ଡି ଙ୍କ ନାମ ଘୋଷଣା କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ରଞ୍ଜିତା ମାରାଣ୍ଡି ଶିକ୍ଷକତା କରୁଥିବା ବେଳେ ଚାରିମାସ ହେବ ସେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି।ତାଙ୍କ ନାମ ଘୋଷଣା ପରେ ସ୍ଥାନୀୟ କର୍ମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଉପଲକ୍ଷେ ଭଞ୍ଜସେନାର ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ…

ବାରିପଦା (୨୧/୦୪)ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଉପଲକ୍ଷେ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ଯୁବଛାତ୍ର ସଂଗଠନ ଭଂଜସେନା ପକ୍ଷରୁ ସକାଳ ୬ ଘଟିକାରୁ ୯ ଘଟିକା ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଆମର ସମସ୍ତ ମହାତ୍ମା,ବରପୁତ୍ର ତଥା ଆମ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି।ଏହି ପରିପ୍ରେକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ ଭଂଜସେନା ଆଦିବାସୀ ଶାଖା ପକ୍ଷରୁ ବିକାଶ ସିଂ ଙ୍କ ନେତୃତ୍ୱରେ ପୋଡାଅସ୍ତିଆ ଛକ ନିକଟସ୍ଥ … Read more

ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ଦାସ :ମୋରଡା

ମୟୂରଭଞ୍ଜ (୦୭/୦୪)-ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ବରିଷ୍ଠ ବିଜେଡି ନେତା ତଥା ମୋରଡା ନିର୍ବାଚନ ମଣ୍ଡଳୀ ର ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ପଦବୀ ରେ ଥିବା କୃଷ୍ଣଚନ୍ଦ୍ର ଦାସ ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ଏନେଇ ଶ୍ରୀ ଦାସ ଆଜି ମୋରଡ଼ା ବ୍ଲକ ଅଧୀନ ଚଢେଇଗାଁ ସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ସବୁବେଳେ ଶ୍ରୀ ଦାସ ଆଗଭର ହୋଇ କାର୍ଯ୍ୟ … Read more

ମାଇନିଂ ଗାଡି ଭାଙ୍ଗିଲେ ବାଲି ମାଫିଆ, ମୟୂରଭଞ୍ଜ

ମାଇନିଂ ଗାଡି ଭାଙ୍ଗିଲେ ବାଲିମାଫିଆ । ମୟୂରଭଞ୍ଜ(୦୫/୦୪) ବେଆଇନ ବାଲି ଉତ୍ତୋଳନକାରୀ ମାନଙ୍କ ଦ୍ବାରା ଗୋଟିଏ ଦିନରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଓ ତିରିଙ୍ଗ ଠାରେ ଦୁଇଟି ପୃଥକ ଆକ୍ରମଣ ମାମଲା ଦେଖିବାକୁ ମିଳିଛି। ଉଭୟ ତିରିଙ୍ଗ ଏବଂ ବାରିପଦାର ମାଇନିଙ୍ଗ ଅଧିକାରୀ ଙ୍କ ଉପରେ ଆକ୍ରମଣ କରିଛନ୍ତି ବେଆଇନ ଚାଲାଣ କାରୀ ।ମିଳିଥିବା ସୂଚନା ଅନୁଯାୟୀ ବାରିପଦା ସହର ସନ୍ନିକଟ ରେ ଥିବା କରତବସା ନିକଟରେ ଏକ ବେଆଇନ ବାଲି ଗାଡ଼ି ଜବତ କରି ତା … Read more