ରାଜନୀତି ତା ଜାଗାରେ ସମ୍ପର୍କ ତା ଜାଗାରେ….

ବାରିପଦା – (୧୧/୫)ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାର ଲୋକପ୍ରିୟ ନେତା ସୁଦାମ ମାରାଣ୍ଡି ଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱଚ୍ଛ ନିର୍ମଳ ବ୍ୟକ୍ତିତ୍ୱ ଭାବେ ପରିଚିତ ନବଚରଣ ମାଝୀ ନିର୍ବାଚନୀ ମଇଦାନରେ ଓଲ୍ହାଇଛନ୍ତି।ଉଭୟ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ଉଭୟ ଦଳ ର ନେତା ଓ କର୍ମୀ।ଅନୁଷ୍ଠିତ ହୋଉଥିବା ବିଭିନ୍ନ ନିର୍ବାଚନୀ ସଭାରେ ଉଭୟ ନେତା ଉଭୟଙ୍କ ଦଳ ବିରୋଧରେ ନିନ୍ଦା କରିବା ସହ … Read more