ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ….

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତୁ ହୋଇଥିବାର ଅନୁମାନ।ମିଳିଥିବା ସୂଚନା ଅନୁଯାୟୀ ବାରିପଦା ରେଞ୍ଜ ଅଧିନ ଦିନବନ୍ଧୁପୁର ଗ୍ରାମରେ ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀ ମୃତଦେହ କୁ ଦେଖି ବନବିଭାଗକୁ ସୂଚନା ଦେବା ପରେ ଟିମ ପହଞ୍ଚି ମୃତଦେହ କୁ ଉଦ୍ଧାର କରିଥିଲେ।ବର୍ତମାନ ସୁଦ୍ଧା କୌଣସି ପରିଚୟ ମିଳିପାରିନାହିଁ।ତେବେ ଶବ ବ୍ୟବଛେଦ ପରେ ମୃତୁ ର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।