ପି ଆର ଏମ ମେଡିକାଲ କଲେଜ ଅବ୍ୟବସ୍ଥାର ତୁରନ୍ତ ପ୍ରତିକାର ସମ୍ବନ୍ଧରେ ସୁପରିଟେଣ୍ଡେଣ୍ଟଙ୍କୁ ସାକ୍ଷାତ ଏବଂ ଦାବିପତ୍ର ପ୍ରଦାନ।।

ପି ଆର ଏମ ମେଡିକାଲ କଲେଜ ଅବ୍ୟବସ୍ଥାର ତୁରନ୍ତ ପ୍ରତିକାର ସମ୍ବନ୍ଧରେ ସୁପରିଟେଣ୍ଡେଣ୍ଟଙ୍କୁ ସାକ୍ଷାତ ଏବଂ ଦାବିପତ୍ର ପ୍ରଦାନ।। ବାରିପଦା – ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଜନସାଧାରଣ ଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ଲାଗି ଦୀର୍ଘ ଦିନର ଆନ୍ଦୋଳନ ଫଳରେ ବାରିପଦା ରେ ସ୍ଥାପିତ ହେଲା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ, ସ୍ଥାପନ ହେବାର ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ରୋଗୀ ମାନେ ସଠିକ ଚିକିତ୍ସା ପାଇପାରୁନାହାନ୍ତି |କିଛି … Read more

ଘୋରେଇ କଳିରୁ ହତ୍ୟା।।

ବାରିପଦା – ପିଶାଚ ସ୍ୱାମୀ , ବାହାହେଲା ସ୍ତ୍ରୀ କୁ ଅମାନୁଷିକ ଭାବେ ନିଆଁ ଚେଙ୍କ ଦେଇଚାଲିଲା ଓ ଶେଷରେ ପଥରରେ ଛେଚି ହତ୍ୟା କଲା।ଏପରି ଏକ ଅମାନୁଷିକ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ , ଖୁଣ୍ଟା ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ଜଣେ ବ୍ୟକ୍ତି ତା ସ୍ତ୍ରୀକୁ ହତ୍ୟା କରି ଫେରାର ଅଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଶୁକଦେବ ସିଂ ନାମକ ଜଣେ ବ୍ୟକ୍ତି ଗତ ରାତିରେ ତାର … Read more

ହାତୀ ମୃତ୍ୟୁ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଲା ବନ ବିଭାଗ ।

ହାତୀ ମୃତ୍ୟୁ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଲା ବନ ବିଭାଗ । ବାରିପଦା – ଗତ ଦୁଇଦିନ ତଳେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅଧିନ ନାକୀଚୁଆ ଗ୍ରାମରେ ଏକ ୧୦ ବର୍ଷୀୟା ମାଈ ହାତୀର ମୃତ ଦେହ ଠାବ ହୋଇଥିଲା । ତେବେ ସୂଚନା ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରି ମୃତ ହାତୀ ପଡିଥିବା ସ୍ଥାନରେ କିଛି ଖୋଲା GI ତାର ପଡିଥିବା ଦେଖି ବିଦ୍ୟୁତ ଆଘାତ ଜନିତ … Read more

ଭଞ୍ଜସେନାରେ ଯୋଗ ଦେଲେ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲି ସୋରେନ…

ଭଞ୍ଜସେନା ରେ ଯୋଗ ଦେଲେ ଭଞବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲି ସୋରେନ।।। ଆଜି ପବିତ୍ର ରଥଯାତ୍ରା ଅବସରରେ ଭଞ୍ଜସେନା ବାମନଘାଟି ଆଦିବାସୀ ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାନ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲି ସୋରେନ ବିଧିବଦ୍ଧ ଭାବେ ଭଞ୍ଜସେନାରେ ଯୋଗଦାନ କରିଛନ୍ତି। ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ଜିଲ୍ଲା ଆଦିବାସୀ ଶାଖା ସଭାପତି … Read more

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା କଲେ ପଡୋଶୀ।।।

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା…. ବାରିପଦା-: ଧାରୁଆ ଅସ୍ତ୍ରରେ ହାଣି ଗଣ୍ଡିମୁଣ୍ଡ ଅଲଗା କରି ଦୁଇଭାଗ କରିଦେଲା। ଆଉ ଅନ୍ଧବିଶ୍ବାସ ସାଙ୍ଗକୁ ସନ୍ଦେହ ନେଇଗଲା ଜଣେ ନିରୀହ ମଣିଷର ଜୀବନ। ତେବେ ଡାହାଣୀ ସନ୍ଦେହରେ ଘଟିଯାଇଛି ଜଘନ୍ୟ ଏହି ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି। ନୃଶଂସ ଭାବେ ଗାଁ ଦାଣ୍ଡରେ ହତ୍ୟା କରିଛି ଅଭିଯୁକ୍ତ। ତେବେ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ କେନ୍ଦୁଡ଼ିହା ପଞ୍ଚାୟତ ଅଧୀନ କୁଳିଅଣା ନିଶ୍ଚିନ୍ତପୁର ଠାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ … Read more