ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା କଲେ ପଡୋଶୀ।।।

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା…. ବାରିପଦା-: ଧାରୁଆ ଅସ୍ତ୍ରରେ ହାଣି ଗଣ୍ଡିମୁଣ୍ଡ ଅଲଗା କରି ଦୁଇଭାଗ କରିଦେଲା। ଆଉ ଅନ୍ଧବିଶ୍ବାସ ସାଙ୍ଗକୁ ସନ୍ଦେହ ନେଇଗଲା ଜଣେ ନିରୀହ ମଣିଷର ଜୀବନ। ତେବେ ଡାହାଣୀ ସନ୍ଦେହରେ ଘଟିଯାଇଛି ଜଘନ୍ୟ ଏହି ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି। ନୃଶଂସ ଭାବେ ଗାଁ ଦାଣ୍ଡରେ ହତ୍ୟା କରିଛି ଅଭିଯୁକ୍ତ। ତେବେ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ କେନ୍ଦୁଡ଼ିହା ପଞ୍ଚାୟତ ଅଧୀନ କୁଳିଅଣା ନିଶ୍ଚିନ୍ତପୁର ଠାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ … Read more