ଭିଜିଲାନ୍ସ ଜାଲରେ ବାରିପଦା ଟାଉନ୍ ଥାନା ଏ ଏସ ଆଇ. ରାମଚନ୍ଦ୍ର ସୋରେନ୍।

ଭିଜିଲାନ୍ସ ଜାଲରେ ବାରିପଦା ଟାଉନ୍ ଥାନା ଏ ଏସ ଆଇ. ରାମଚନ୍ଦ୍ର ସୋରେନ୍। ବାରିପଦା – (କଳ୍କୀ ଓଡିଶା )୬୦୦୦ ଟଙ୍କା ଲାଞ୍ଚ ନେବେ ମାଡି ବସିଲା ବାରିପଦା ଭିଜିଲାନ୍ସ ଟିମ୍। ବାରିପଦା ଭଜିଲାନ୍ସ ଆଡିସନାଲ ଏସ ପି ହରେକୃଷ୍ଣ ମାଝୀ ଙ୍କ ନେତୃତ୍ୱ ରେ ଯାଇଥିଲା ଟିମ୍।ଅଭିଯୋଗ କାରି ଶୁଭ୍ରାଂଶୁ ଶେଖର ଦତ୍ତ ଙ୍କ ଠାରୁ ଏକ ମାମଲା ରୁ ନାମ କାଟିବା ଲାଗି ନେଉଥିଲେ ଲାଞ୍ଚ। ଅଭିଯୁକ୍ତ ASI ବାରିପଦା ବାରୁଣୀ ରୋଡ଼ ଠାରେ … Read more

ଛାତ୍ରୀ ମୃତ୍ୟୁକୁ ନେଇ ଉଦଳା ବାରିପଦା ରାସ୍ତା ଅବରୋଧ।।

ଉଦଳା :ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନରେ ଜଣେ ଷଷ୍ଠ ଶ୍ରେଣୀ (୧୧ ବର୍ଷ) ର ହଷ୍ଟେଲ ଛାତ୍ରୀଙ୍କ ଅସ୍ୱାଭାବିକ ମୃତୁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।ପରିବାର ଓ ସମ୍ପର୍କୀୟ ଙ୍କ ପକ୍ଷରୁ ମୃତଦେଖ କୁ ରାଜରାସ୍ତାରେ ରାକି ଉଦଳା – ବାରିପଦା ମୁଖ୍ୟରାସ୍ତା କୁ ଅବରୋଧ କରାଯାଇଅଛି।  

ବିଭିନ୍ନ ଦାବି ନେଇ ଭଞ୍ଜସେନା ବାରିପଦା ମେଡିକାଲ ଘେରାଉ…

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧାର ସହିତ ପିଆରଏମ ମେଡିକାଲ ରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପ୍ରସଙ୍ଗ… ଯଥାଶୀଘ୍ର ସୁଧାର ନ ଆସିଲେ ଜିଲ୍ଲପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ… ବାରିପଦା ସହର କମିଟି ଛାଡି ମୟୁରଭଞ୍ଜ ଜିଲ୍ଲାର ସମସ୍ତ କମିଟି ଭଙ୍ଗ କରାଗଲା… ବାରିପଦା :- ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ସହିତ ଅଭାବୀ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ଏବଂ ପିଆରଏମ ମେଡିକାଲ କଲେଜ … Read more

ଅନୁପ୍ରବେଶକାରୀ ସନ୍ଦେହରେ ତିନି ଯୁବକଙ୍କୁ ଆକ୍ରମଣ।। ବାରିପଦା

ବାରିପଦା:ଅନୁପ୍ରବେଶକାରୀ ସନ୍ଦେହରେ ତିନି ଯୁବକଙ୍କୁ ସୁନଗଡ଼ିଆ ଠାରେ ମରଣାତାଙ୍କ ଆକ୍ରମଣ , ସମସ୍ତେ ବାରିପଦା ମେଡ଼ିକାଲ ରେ ଭର୍ତି , ବାରିପଦା ।ସମ୍ପର୍କୀୟଙ୍କ କହିବା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ କିଛି ଯୁବକ ପ୍ରଥମେ ସେମାନଙ୍କୁ ଆଧାରକାର୍ଡ ମାଗିଥିଲେ ଓ ପରେ ଆକ୍ରମଣ କରିଥିଲେ।ଏହି ଘଟଣା ନେଇ ଆହତଙ୍କ ପରିବାର ବାରିପଦା ଟାଉନଥାନା ର ଦ୍ୱାରସ୍ଥ ହୋଇଛନ୍ତି।୨୦୦ ରୁ ଉର୍ଦ୍ଧ ସମ୍ପର୍କୀୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଥାନା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ … Read more

ତୃତୀୟ ଥରପାଇଁ ସମଗ୍ର ଓଡିଶା ରେଙ୍କିଙ୍ଗ ରେ ପ୍ରଥମ ୧୦ଜଣରେ ପୁଣି ଡିଭାଇନ୍

ବାରିପଦା ସହର ର ଉପକଣ୍ଠ ରେ ଅବସ୍ଥିତ ଅତ୍ୟାଧୁନିକ ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି କୁ ଆଜି ଓଡିଶା ସରକାରଙ୍କ ଅଧୀନରେ ଥିବା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଦ୍ଵାରା ଆୟୋଜିତ ଏକ ସମ୍ମୀଳନୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ଅଧ୍ୟକ୍ଷ ଉଷା ପାଢୀ, ନିର୍ଦ୍ଦେଶକ ରଘୁ ଜୀ, ନିଯୁକ୍ତି ନିର୍ଦ୍ଦେଶକା ରଶ୍ମିତ ନାୟକ ଓ କ୍ଵାଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆର କାର୍ଯ୍ୟକାରୀ … Read more