ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ…

ବାରିପଦା :ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧିନ ବଡାମପୁର ସେକ୍ସନ ର କୁରାଢ଼ିକ ଗ୍ରାମରେ ବିଦ୍ୟୁତ ଆଘାତରେ ହାତୀଟିର ମୃତୁ ହୋଇଥିବାର ସୂଚନା ମିଳୁଛି।ତେବେ ବିଲର ଚତୁରପାର୍ଶ୍ଵରେ ବିଦ୍ୟୁତ ତାରରେ ଘେରା ଯାଇଥିବାର ସୂଚନା ମିଳୁଛି।